Weather News
Weather News: ପ୍ରଚଣ୍ଡ ବଜ୍ରପାତ ସହ କୁଆପଥର ବର୍ଷା, ଏହି ଜିଲ୍ଲାବାସୀ ରୁହନ୍ତୁ ସତର୍କ
Weather Update: ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।
Feb 20,2025, 17:34 PM IST
iphone 16e price comparison
ଦେଶରୁ ଉଭାନ ହେବ କି ଆଣ୍ଡ୍ରଏଡ୍ ଫୋନ୍ ? ଆପଲ୍ କଲା ଏହି କାମ
ଆପଲ୍ ବ୍ରାଣ୍ଡ୍ ବିଶ୍ୱ ବଜାରରେ iPhone 16e ଲଞ୍ଚ କରିସାରିଛି। ପ୍ରତିଥର ପରି, ଏଥର ମଧ୍ୟ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭାରତରେ iPhone 16e କିଣିବା ଶସ୍ତା ହେବ ନା ଅନ୍ୟ ଦେଶରେ? ଆସନ୍ତୁ ସେ ବିଷୟରେ ଜାଣିବା
Feb 20,2025, 16:48 PM IST
top 10 news today
Top 10 News: କିଟ୍ ଘଟଣାରେ ତାରାଙ୍କ ବିସ୍ଫୋରକ ବୟାନ ଏବଂ ଅନ୍ୟାନ୍ୟ ଅପଡେଟ୍
Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Feb 20,2025, 15:56 PM IST
Shani Budh Yuti 2025
Shani Budh Yuti 2025: ଶନି-ବୁଧଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ମିଳିବ ଧନ !
Shani Budh Yuti 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ବୁଧ ଏବଂ ଶନିଙ୍କ ସଂଯୋଗ ହେବାକୁ ଯାଉଛି । ଏହା ୭ ମଇ ପର୍ଯ୍ୟନ୍ତ ଚାଲିବ । ଯାହାର ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ ।
Feb 20,2025, 14:58 PM IST
Ollywood News
ଓଲିଉଡ ଅଭିନେତା ସୋହମଙ୍କୁ ହୃଦଘାତ, ଜାଣନ୍ତୁ କେମିତି ଅଛି ସ୍ୱାସ୍ଥ୍ୟ
ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ସିନେମା ମାଧ୍ୟମରେ ସୋହମ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।
Feb 19,2025, 9:40 AM IST
Lucky Zodiac Sign
Lucky Zodiac Sign: ୧୯ ଫେବୃଆରୀରେ ୨ଟି ଯୋଗର ଶୁଭ ମିଶ୍ରଣ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 19 February 2025: ୧୯ ଫେବୃଆରୀ ବୁଧବାର ଦିନ ସୃଷ୍ଟି ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଲାଭ ପାଇବାକୁ ଯାଉଛନ୍ତି
Feb 18,2025, 22:31 PM IST
Astro Tips
Astro Tips: ଅନ୍ୟର ଖୁସି ପାଇଁ ସବୁ କିଛି ବାଜି ଲଗାଇପାରନ୍ତି ଏହି ୪ ରାଶିର ବ୍ୟକ୍ତି
Zodiac Signs: ଜ୍ୟୋତିଷ ଶାସ୍ତ୍ର ହିସାବରେ ୪ଟି ରାଶି ଅଛନ୍ତି ଯେଉଁମାନଙ୍କ ସ୍ୱଭାବ ଏତେ ଦୟାଳୁ ଏବଂ ଦାନଶୀଳ ଯେ, ସେମାନେ ନିଜ ଅପେକ୍ଷା ଅନ୍ୟ ଖୁସିକୁ ନେଇ ଅଧିକ ଚିନ୍ତିତ ଥାନ୍ତି । ଆସନ୍ତୁ ଜାଣିବା ଏହି ୪ଟି ରାଶି ବିଷୟରେ ।
Feb 18,2025, 20:05 PM IST
Odia News
କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ
ବିଶ୍ବବିଦ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ରୋକିବାକୁ ଚେଷ୍ଟା କରିଥିଲା । ଫଳରେ ପେଲାଠେଲା ସ୍ଥିତି ଉପୁଜିଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୁଆଡେ ଗଲେ ବୋଲି ନାରାବାଜି ସମୟରେ ପ୍ରଶ୍ନ କରିଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ । ଓଡ଼ିଶାର ଛବି ଅନ୍ତର୍ଜାତୀୟ ସ୍ତରରେ ମଳିନ କରିବା ଅଭିଯୋଗ କରିଛନ୍ତି ।
Feb 18,2025, 18:57 PM IST
Shukra Budh Yuti
Shukra Budh Yuti: ୨୭ ଫେବୃଆରୀରୁ ବୁଧ-ଶୁକ୍ରଙ୍କ ବଡ଼ ପ୍ରଭାବ, ୩ ରାଶିରେ କୁବେର ଢାଳିବେ ଧନ !
ଶୁକ୍ର ଗ୍ରହଙ୍କୁ ଧନ, ସମୃଦ୍ଧି, ସୌନ୍ଦର୍ଯ୍ୟ, ବିଳାସ ଏବଂ ପ୍ରେମର କାରକ ଭାବେ ବିବେଚନା କରାଯାଏ । ଯେତେବେଳେ ବୁଧ ଏବଂ ଶୁକ୍ରଙ୍କ ସ୍ଥିତି ପରିବର୍ତ୍ତନ ହୁଏ ସେତେବେଳେ ତାହାର ପ୍ରଭାବ ସିଧାସଳଖ ଭାବେ ସମସ୍ତ ରାଶିରେ ପଡିଥାଏ ।
Feb 18,2025, 18:13 PM IST
KIIT ଛାତ୍ରଛାତ୍ରୀଙ୍କ ପାଇଁ କଡା ସୁରକ୍ଷା ଦାବି କଲା ଛାତ୍ର ଫେଡେରେସନ
ପ୍ରେସ ରିଲିଜ ମାଧ୍ୟମରେ ଭାରତର ଛାତ୍ର ଫେଡେରେସନ ପକ୍ଷରୁ କୁହାଯାଇଛି ଯେ, ଗତକାଲି ୧୭/୦୨/୨୦୨୫ରେ କିଟ୍ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ପ୍ରତ୍ୟକ୍ଷ ଭାବେ କର୍ତ୍ତୃପକ୍ଷ ଦାୟୀ । ଆତ୍ମହତ୍ୟା କରିଥିବା ଛାତ୍ରୀ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ମାନସିକ ନିର୍ଯ୍ୟାତନା, ଅପମାନ ଓ ଭେଦଭାବମୂଳକ ଆଚରଣ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
Feb 18,2025, 17:35 PM IST
ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା
ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
Feb 18,2025, 15:59 PM IST
ମଶାଙ୍କ ସହ ଲଢ଼ିବାକୁ ୯ ମାସରେ ୬ କୋଟି ସ୍ୱାହା
ଦିନକୁ ଦିନ ମଶା ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱର ମହାନିଗର ନିଗମ ନୁହେଁ ସାରା ଓଡ଼ିଶାରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ପୌରାଞ୍ଚଳଗୁଡ଼ିକ ନିଜ ଖର୍ଚ୍ଚରୁ ଏକ ବଡ଼ ଅଂଶ ମଶା ତେଲ କିଣି ମଶାଙ୍କ ବଂଶ ଧ୍ୱଂସ କରିବା ଲାଗି ତାକୁ ଧୂଆଁ ଆକାରରେ ପ୍ରୟୋଗ କରୁଛନ୍ତି।
Feb 18,2025, 15:24 PM IST
KiIt apologized
କ୍ଷମା ପ୍ରାର୍ଥନା କଲା କିଟ୍, ଚିଠି ଜାରି କରି ଦେଲା ସୂଚନା
ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ ଆଜି କିଟ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।
Feb 18,2025, 14:47 PM IST
Lucky Zodiac Sign: ଫେବୃଆରୀ ୧୭ ଧନ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 17 February 2025: ୧୭ ଫେବୃଆରୀ ସୋମବାର ଦିନ ଚନ୍ଦ୍ର ନିଜ ରାଶି କର୍କଟରୁ ତୃତୀୟ ଏବଂ ଚତୁର୍ଥ ଘରେ ଭ୍ରମଣ କରିବେ ।
Feb 16,2025, 22:55 PM IST
cm mohan charan majhi
ବକୁଳ ବନ, ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ହେବ- ମୁଖ୍ୟମନ୍ତ୍ରୀ
ସତ୍ୟବାଦୀର ଗୌରବକୁ ଆଧାର କରି ଅଞ୍ଚଳର ଭିତ୍ତିଭୂମି, ମୌଳିକ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Feb 16,2025, 22:10 PM IST
Top 10 News: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର ଏବଂ ଅନ୍ୟାନ୍ୟ ଅପଡେଟ୍
Feb 16,2025, 21:57 PM IST
Weather News: ଆଜି ଉତ୍ତପ୍ତ ସହର ପାଲଟିଲା ପାରଳାଖେମୁଣ୍ଡି, ରାଜଧାନୀରେ ପାରଦ ୩୫ ପାର୍
ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।
Feb 16,2025, 20:43 PM IST
Accident News
ଯାଜପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, DSPଙ୍କ ସମେତ ୨ ମୃତ
ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ରାସ୍ତାରେ ଥିବା କୃପାଳୁ ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରଂଗ୍ ରୁଟରେ ଟ୍ରକ ଆସି ଏକ କାରକୁ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ।
Feb 16,2025, 19:41 PM IST
Shukra Gochar 2025
Venus Transit 2025: ଗୁରୁଙ୍କ ନକ୍ଷତ୍ରରେ ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତି ହେବେ ଲାଭବାନ
Venus Transit 2025: ଧନ ଏବଂ ସମୃଦ୍ଧି ଦାତା ଗ୍ରହ ଭାବେ ବିବେଚନା କରାଯାଉଥିବା ଗ୍ରହ ଶୁକ୍ର ୧ ଏପ୍ରିଲ୍, ୨୦୨୫ରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ। ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ୩ଟି ରାଶିର ଲୋକେ ଉପକୃତ ହେବେ ।
Feb 16,2025, 18:48 PM IST
Sweet potato With Peel Benefits
କନ୍ଦମୂଳ ଖାଇବା ପୂର୍ବରୁ ଛେଲି ଦେଉଛନ୍ତି କି ଚୋପା? ତେବେ ୫ଟି ଲାଭରୁ ହେଉଛନ୍ତି ବଞ୍ଚିତ
ଶୀତଦିନେ କନ୍ଦମୂଳ ଖାଇବାକୁ କିଏ ବା ପସନ୍ଦ ନକରେ, କିନ୍ତୁ ଆପଣ ହୁଏତ ଜାଣିନଥିବେ କନ୍ଦମୂଳ ଚୋପା ସହିତ ମଧ୍ୟ ଖାଇହେବ । ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ।
Feb 16,2025, 17:11 PM IST
Union Minister Dharmendra Pradhan
ତ୍ରିବେଣୀ ସଂଗମରେ ବୁଡ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସଙ୍ଗମରେ ସ୍ନାନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ସଙ୍ଗମରେ ସ୍ନାନ କରିବା ଏବଂ ଏହାର ଆଶୀର୍ବାଦ ପାଇବା ମୋ ପାଇଁ ବହୁତ ଭାଗ୍ୟର କଥା। ମହାକୁମ୍ଭ କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ଆଧ୍ୟାତ୍ମିକ ଶକ୍ତି ଏବଂ ଏକତାର ସବୁଠାରୁ ବଡ଼ ସଙ୍ଗମ ବୋଲି ସେ କହିଥିଲେ।
Feb 16,2025, 16:49 PM IST
ଫେବୃଆରୀ ୧୯ରୁ ଘଡଘଡି ସହ ବର୍ଷା ! ପାଣିପାଗ ବିଭାଗ ଜାରି କଲା ଚିତ୍ର
ଫେବୃଆରୀ ୧୯ ଏବଂ ୨୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
Feb 16,2025, 15:59 PM IST
Budh Gochar 2025
Budh Gochar 2025: ରାହୁ ନକ୍ଷତ୍ରରେ ବୁଧଙ୍କ ଚଳନ, ୩ ରାଶିରେ ବଡ ପ୍ରଭାବ
Budh Gochar 2025: ଗ୍ରହ ରାଜକୁମାର ବୁଧ ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି। ରାହୁଙ୍କ ନକ୍ଷତ୍ର ଶତଭିଷାରେ ଚଳନ କରିଛନ୍ତି ବୁଧ। ଯାହାର ନକାରାତ୍ମକ ପ୍ରଭାବ ତିନୋଟି ରାଶିରେ ପଡ଼ିପାରେ।
Feb 16,2025, 15:22 PM IST
Entertainment News
ଜୀ ସାର୍ଥକ "ସୁନା ଝିଅ"ରେ ରବିବାର ସନ୍ଧ୍ୟା ୭:୩୦ରେ ହେବ ବିବାହ ମହାଅଧ୍ୟାୟ
ନୂଆ ବର୍ଷ ଅବସରରେ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ପାରିବାରିକ ଧାରାବାହିକ ‘ସୁନା ଝିଅ’କୁ ମିଳିଛି ଖୁବ କମ ଦିନରେ ଅଶେଷ ଭଲପାଇବା । ଏବେ ‘ସୁନା ଝିଅ’କାହାଣୀରେ ଆସିବାକୁ ଯାଉଛି ନୂଆ ମୋଡ । ଆସନ୍ତା ରବିବାର ସନ୍ଧ୍ୟା ୭:୩୦ଟାରେ ଦର୍ଶକ ଦେଖିବେ ସୁନା ଝିଅର ବିବାହ ମହାଅଧ୍ୟାୟ ।
Feb 15,2025, 22:13 PM IST
Lucky Zodiac Sign: ୧୬ ଫେବୃଆରୀରେ ସର୍ବାର୍ଥ ସିଦ୍ଧି ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 16 February 2025: ୧୬ ଫେବୃଆରୀ ରବିବାର ଦିନ ଗଠିତ ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ ।
Feb 15,2025, 21:52 PM IST
୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା
ମୁଖ୍ୟ ଅତିଥି ଶ୍ରୀ ଶେଖାୱତ କହିଥିଲେ, ସାହିତ୍ୟ ଏବଂ ସଂସ୍କୃତି ଏକ ନିବିଡ ଐତିହାସିକ ତାତ୍ପର୍ଯ୍ୟ ରହିଛି । ଦେଶ ମଧ୍ୟରେ ସାହିତ୍ୟର ଏକ ବିବିଧ ଏବଂ ମହାନ ପରମ୍ପରା ପ୍ରଚଳିତ । ବହୁ ପୁରୁଣା ସମୟରୁ ଷ୍ଟୋରୀ ଟେଲିଂ ଆମ ସମାଜରେ ରହି ଆସିଛି । ସୃଜନାତ୍ମକ ସ୍ୱରକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।
Feb 15,2025, 20:51 PM IST
ମତ୍ସ୍ୟ-ପ୍ରାଣୀ ସମାବେଶ ୨୦୨୫: ଆକର୍ଷଣର କେନ୍ଦ୍ର ଲଢୁଆ ଗଞ୍ଜା ‘ହାଁସଲି’
ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସ ଦ୍ଵାରା ସ୍ଵୀକୃତିପ୍ରାପ୍ତ ତାଲିକାରେ ଏହି ଦେଶୀ କୁକୁଡ଼ା ପ୍ରଜାତି ସ୍ଥାନ ପାଇଛି ।
Feb 15,2025, 20:28 PM IST
ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ପହଞ୍ଚିଲା ଅଗ୍ନିଶମ ବାହିନୀ ଗାଡ଼ି
ଶନିବାର ଦିନ ପ୍ରୟାଗରାଜ ମହାକୁମ୍ଭ ମେଳାର ସେକ୍ଟର ୧୮ ଏବଂ ୧୯ ମଧ୍ୟରେ ଥିବା ଅନେକ ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଖବର ବ୍ୟାପିବା ପରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
Feb 15,2025, 19:39 PM IST
mangal gochar 2025
Mangal Gochar 2025: ପୁଷ୍ୟା ନକ୍ଷତ୍ରରେ ମଙ୍ଗଳ ଚଳନ, ୩ ରାଶିକୁ ମିଳିବ ଆର୍ଥିକ ସୁଖ
Mangal Pushya Yog: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ମଙ୍ଗଳ ଗ୍ରହ ଶନିଙ୍କ ମାଲିକାନାରେ ଥିବା ପୁଷ୍ୟା ନକ୍ଷତ୍ରରେ ଚଳନ କରିବେ ସେତେବେଳେ 'ମଙ୍ଗଳ ପୁଷ୍ୟା ଯୋଗ' ଗଠନ ହେବ। ଏହି ଯୋଗ ପ୍ରଭାବରେ ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବ ।
Feb 15,2025, 19:16 PM IST
BSFକୁ ବଡ଼ ସଫଳତା, ଭାରତ ବାଂଲାଦେଶ ସୀମାରୁ ୩ କୋଟିର ସୁନା ଜବତ
ଜବତ ସୁନାର ଓଜନ 3.420 କିଲୋଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୨ କୋଟି ୯୫ ଲକ୍ଷ ୯୦ ହଜାର ୧୮୨ ଟଙ୍କା ହେବ ବୋଲି କୁହାଯାଉଛି। ଏଥି ସହିତ ଜଣେ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି ବିଏସଏଫ ।
Feb 15,2025, 18:42 PM IST
saptahik rashifal
Saptahik Rashifal: ନୂଆ ସପ୍ତାହ କେଉଁ ରାଶିକୁ କିପରି ଫଳ ଦେବ ? ଜାଣନ୍ତୁ ଜ୍ୟୋତିଷଙ୍କ ତଥ୍ୟ
Weekly Horoscope (17 to 23 February): ମେଷଠାରୁ ମୀନ ସମସ୍ତ ୧୨ଟି ରାଶି ପାଇଁ କିପରି ବିତିବ ନୂଆ ସପ୍ତାହ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
Feb 15,2025, 17:00 PM IST
Top 10 News: ୩୧ ମାର୍ଚ୍ଚ ଯାଏଁ ବଢ଼ିଲା e-KYC ଅପଡେଟ୍ ଅବଧି ଏବଂ ଅନ୍ୟାନ୍ୟ ଅପଡେଟ୍
Feb 15,2025, 15:56 PM IST
mahakumbh 2025
Viral Girl Monalisa: ଗୋଟିଏ ସିନେମା ପାଇଁ ମୋନାଲିସା ନେଲେ ଲକ୍ଷ ଲକ୍ଷ ଟଙ୍କା
ଆପଣ ଜାଣନ୍ତି କି ମୋନାଲିସା ଗୋଟିଏ ଫିଲ୍ମ ପାଇଁ କେତେ ପାରିଶ୍ରମିକ ପାଉଛନ୍ତି? ଆଜି ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।
Feb 15,2025, 14:46 PM IST
ଯୋରନ୍ଦା ମହିମା ପୀଠରେ ମହିମା ସାଧୁସନ୍ଥଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ
ମହିମା ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଭବ୍ୟ ମନ୍ଦିର ନିର୍ମାଣ ସହ ଏହାକୁ ଏକ ବିଶ୍ୱସ୍ତରୀୟ ପୀଠରେ ପରିଣତ କରାଯିବ । ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Feb 14,2025, 22:52 PM IST
Lucky Zodiac Sign: ୧୫ ଫେବୃଆରୀରେ ଧନ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 15 February 2025: ଶନିବାର ଦିନ ଗଠିତ ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି ।
Feb 14,2025, 22:31 PM IST
Rathyatra 2025
ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ, ଜାଣନ୍ତୁ କଣ କହିଲେ ଡିଜିପି
ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଏବଂ ଗତ ବର୍ଷ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଠାରୁ ବ୍ୟାପକ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଡିଜିପି ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Feb 14,2025, 21:33 PM IST
Odisha Politics
ନିଲମ୍ୱନ ଉଠାଇଲା କଂଗ୍ରେସ, କଂଗ୍ରେସ ଭବନ ଫେରିବେ ସୁର !
କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
Feb 14,2025, 20:26 PM IST
jio recharge plan
Jio Plan: ଜିଓ ଗ୍ରାହକଙ୍କ ପାଇଁ ବଡ଼ ସୂଚନା, ଜାଣନ୍ତୁ ୫ଟି ଶସ୍ତା ପ୍ଲାନ୍
jio cheapest recharge plan: ଯଦି ଆପଣ ସୁଲଭ ମୂଲ୍ୟରେ 5G ଡାଟା, ଅସୀମିତ କଲିଂ, SMS ଏବଂ ଅତିରିକ୍ତ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆଜି ଆପଣଙ୍କୁ ଆମେ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରୁଛୁ ।
Feb 14,2025, 19:56 PM IST
ବ୍ୟାଙ୍କ ମିତ୍ର ଏବଂ ପ୍ରାଣୀ ମିତ୍ରଙ୍କୁ ଦରମା ଦେବେ ସରକାର
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ । ଗତ ଦଶ ମାସ ହେଲା ଦରମା ପାଇନଥିବା ଏହି କର୍ମଚାରୀମାନେ ଉପକୃତ ହେବେ ବୋଲି କାହାକହିଛନ୍ତି ମୁଖ୍ୟମନ୍ତ୍ରୀ` “ଲକ୍ଷପତି ଦିଦି ସହାୟିକା ଯୋଜନା” ମାଧ୍ୟମରେ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।
Feb 14,2025, 19:26 PM IST
Dwadash Rajyog
Dwadash Rajyog: ୩ ରାଶି ପାଇଁ ଆସିଛି ସୁବର୍ଣ୍ଣ ସମୟ, ଶନିଙ୍କ ପ୍ରଭାବରୁ ମିଳିବ ଲାଭ
ଜୋତିଷ ଶାସ୍ତ୍ରରେ କୁହାଯାଏ ଯେ, ଗୋଟିଏ ଝଟକାରେ ଜଣେ ଭିକାରୀକୁ ରାଜା କରିପାରନ୍ତି ଶନିଦେବ। ଏଥିସହ ଗ୍ରହମାନଙ୍କର ରାଜକୁମାର ବୁଧ ଧନ, ବୁଦ୍ଧି ଏବଂ ବ୍ୟବସାୟର କାରକ। ଏହି ଦୁଇଟି ବଡ଼ ଗ୍ରହ ମିଶି ଏକ ଅଦ୍ଭୁତ ରାଜଯୋଗ ଗଠନ କରୁଛନ୍ତି । ଯାହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଛି।
Feb 14,2025, 19:11 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.