ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ସିନେମା ମାଧ୍ୟମରେ ସୋହମ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।
ହୃଦଘାତର ଶିକାର ହୋଇଛନ୍ତି ଯୁବ ଅଭିନେତା ସୋହମ ସିଂ
ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଆଇସିୟୁରେ ଚିକିତ୍ସା କରାଯାଉଛି ।
ସୋହମ ଏକାଧାରରେ ଅନେକ ଓଡ଼ିଆ ସିନେମାର ପ୍ରଯୋଜକ, ଅଭିନେତା ଏବଂ ଗାୟକ ।
ବର୍ତ୍ତମାନ ସୋହମଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ବୋଲି ସୂଚନା ମିଳିଛି
ସୋହମଙ୍କ ଆଉ ଏକ ବଡ଼ ବଜେଟର ଆକ୍ସନ ସିନେମା ରିଲିଜ୍ ହେବାକୁ ଯାଉଛି ଯାହାର ନାଁ ଆଲ୍ଲୀ ବଜରଙ୍ଗୱାଲି ।
ସୋହମ ଖୁବ ଶୀଘ୍ର ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଶୁଭ କାମନା କରିଛନ୍ତି ଓଲିଉଡ କଳାକାର
ट्रेन्डिंग फोटोज़