ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
8th pay commission
ସରକାରୀ କର୍ମଚାରୀଙ୍କ ବଢ଼ିଯିବ ୫୦ ପ୍ରତିଶତ ଦରମା! ଜାଣନ୍ତୁ କେବେ ମିଳବ ଏହି ଖୁସି ଖବର?
8th Pay Commission: ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ଦରମା ଏବଂ ପେନସନରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୨୮ ରୁ ୨.୮୬ ମଧ୍ୟରେ ସ୍ଥିର କରାଯାଇପାରେ। ଯାହାର ଅର୍ଥ ମୂଳ ଦରମାରେ ୪୦-୫୦ ପ୍ରତିଶତ ବୃଦ୍ଧି ହେବ।
Feb 20,2025, 16:45 PM IST
Devika Arundhati Video
ରାସ୍ତାରେ ଏମିତି କିଛି କଲେ ଅଭିନେତ୍ରୀ ଦେବିକା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ
Devika Arundhati Video: ଅଭିନେତ୍ରୀ ଦେବିକା ସାମଲ ଜଣେ ଓଡି଼ଆ ଦୂରଦର୍ଶନ ଅଭିନେତ୍ରୀ। ସେ ନିଜ ଅଭିନୟ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ଦେବିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଏବଂ ସେ ସମୟ ସମୟରେ ନିଜ ପ୍ରଂଶସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କର ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ରାନୁ ବୋମ୍ୱାଇ କି ରାନୁ...ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
Feb 20,2025, 16:26 PM IST
Champions Trophy 2025
ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ଷ୍ଟାର ବ୍ୟାଟସମ୍ୟାନକୁ ଦଳରେ ସାମିଲ କଲା ପାକିସ୍ତାନ
Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ପାକିସ୍ତାନ ଦଳକୁ ଏକ ବଡ଼ ଝଟକା ଲାଗିଛି କାରଣ ଫଖର ଜମାନ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ବ୍ୟାଟସମ୍ୟାନ୍ ଇମାମ୍-ଉଲ୍-ହକ୍ ଦଳରେ ଯୋଗ ଦେବାକୁ ଯାଉଛନ୍ତି। ଯିଏ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଏକ୍ସପର୍ଟ ବୋଲି ପରିଚିତ।
Feb 20,2025, 15:48 PM IST
Harsha Richhariya
ହର୍ଷା ରିଛାରିୟା ପୋଲିସକର୍ମୀଙ୍କୁ କଲେ କିସ୍? ଭାଇରାଲ ହେଉଛି ଏହି ଭିଡିଓ, ଜାଣନ୍ତୁ ସତ୍ୟତା
Harsha Richhariya Viral: ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖି ପାରିବେ ଯେ ହର୍ଷା କାର ପାଖରେ ଠିଆ ହୋଇଥିବାର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ ଜଣେ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି। ଭିଡିଓଟି ଆଗକୁ ଯେତେବେଳେ ଆଗକୁ ବଢ଼େ ସେତେବେଳେ ହଠାତ୍ ଦୁଇଜଣ ଚୁମ୍ବନ କରିବା ଆରମ୍ଭ କରନ୍ତି।
Feb 20,2025, 14:55 PM IST
Romyanjali Priyadarshini Video
Viral Video: ସୂର୍ଯ୍ୟମୁଖୀ କ୍ଷେତରୁ ଭାଇରାଲ୍ ହେଲା ରୋମାଞ୍ଜଳିଙ୍କ ଏହି ଭିଡିଓ...ଦେଖନ୍ତୁ
Romyanjali Priyadarshini Dance Video: ଆଲବମ୍ ଅଭିନେତ୍ରୀ ରୋମାଞ୍ଜଳି ପ୍ରିୟଦର୍ଶିନୀ ଓଡ଼ିଶାର ଖୁବ ପରିଚିତ। ତାଙ୍କର ଅନେକ ଆଲବମ୍ ହିଟି ହୋଇଛି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଆଲବମ୍ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ସୂର୍ଯ୍ୟମୁଖୀ କ୍ଷେତରେ ନାଚୁଥିବାର ନଜର ଆସୁଛନ୍ତି।
Feb 19,2025, 23:00 PM IST
Smaranika Priyadarshini Video
ଛାତ ଉପରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ, ଦେଖନ୍ତୁ
Smaranika Priyadarshini Dance Video: ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ଓଡ଼ିଶା ଯାତ୍ରା ଜଗତରେ ଖୁବ୍ ପରିଚିତ। ଏହି ଅଭିନେତ୍ରୀ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ସ୍ମରଣିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ସମୟ ସମୟରେ ସୋସିଆଲ ମିଡିଆରେ ପ୍ରାୟତ ନିଜର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲେ ହେଉଛି। ଯେଉଁଥିରେ ସେ ଗଜରା ଗଭା ବାଲି...ଗୀତରେ ନାଚୁଥିବାର ନଜର ଆସୁଛନ୍ତି।
Feb 19,2025, 22:52 PM IST
Top 10 news
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା, KIIT ମାମାଲର ଅପଡେଟ୍ ସମେତ ପଢନ୍ତୁ ୧୦ ବଡ଼ ଖବର
Top 10 News Headlines: ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Feb 19,2025, 22:05 PM IST
Rekha Gupta Net Worth
କେତେ ସମ୍ଫତ୍ତିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା? ଏଠାରେ ଜାଣନ୍ତୁ
Delhi's new CM Rekha Gupta Net Worth: ରେଖା ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଗୁରୁବାର ଦିନ ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏଠାରେ ଜାଣନ୍ତୁ ରେଖା ଗୁପ୍ତାଙ୍କ ସମ୍ପତ୍ତି ବିଷୟରେ।
Feb 19,2025, 21:17 PM IST
rekha gupta
ରେଖା ଗୁପ୍ତା କିଏ? ଯିଏ ହେବାକୁ ଯାଉଛନ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ
Rekha Gupta: ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଛି। ସେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରେଖା ଗୁପ୍ତା ଶାଲିମାର ବାଗ ଆସନରୁ ଜିତି ବିଧାନସଭାରେ ପହଞ୍ଚିଛନ୍ତି।
Feb 19,2025, 20:54 PM IST
delhi new cm
ରେଖା ଗୁପ୍ତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପର୍ବେଶ ବର୍ମା ଉପ-ମୁଖ୍ୟମନ୍ତ୍ରୀ
Delhi New CM: ରେଖା ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ। ରେଖା ଗୁପ୍ତା ଶାଲିମାର ବାଗ ଆସନରୁ ବିଧାୟକ ନିର୍ବାଚୀତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଥିବା ପର୍ବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ହେବେ। ବିଜେପି ଏହା ଘୋଷଣା କରିଛି।
Feb 19,2025, 20:25 PM IST
SBI Recruitment 2025
ଲିଖିତ ପରୀକ୍ଷା ବିନା SBI ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏହିପରି କରନ୍ତୁ ଆବେଦନ
SBI Recruitment 2025: ଏସବିଆଇ ବ୍ୟାଙ୍କରେ ୧୧୯୪ ଟି ପଦବୀ ପାଇଁ ଏକ ବମ୍ପର ନିଯୁକ୍ତି ହେଉଛି। ଏହି ଚାକିରି ପାଇଁ କୌଣସି ପ୍ରକାରର ଲିଖିତ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ଆବେଦନ ପ୍ରକ୍ରିୟା ସମେତ ଜାଣନ୍ତୁ ସବୁକିଛି।
Feb 19,2025, 19:50 PM IST
Horoscope 20 February 2025
୨୦ ଫେବୃଆରୀରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 20 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୦ ଫବୃଆରୀ ୨୦୨୫ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୨୦ ଫେବୃଆରୀ ୨୦୨୫ ରେ କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Feb 19,2025, 19:07 PM IST
Achyuta Samanta
KIIT ମାମଲା ମଧ୍ୟରେ ଭାଇରାଲ୍ ହେଉଛି ଅଚ୍ୟୁତ ସାମନ୍ତଙ୍କ ସହ ପାଣ୍ଡିଆନଙ୍କ ଏହି ପୁରୁଣା ଭିଡିଓ
Achyuta Samanta VK Pandian Video: କିଟ୍ ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଅଚ୍ୟୁତ ସାମନ୍ତଙ୍କ ଏକ ପୁରୁଣା ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ଭିକେ ପାଣ୍ଡିଆନଙ୍କ ନଜର ଆସୁଛନ୍ତି। ଏବଂ ପାଣ୍ଡିଆନ୍ ଅଚ୍ୟୁତ ସାମନ୍ତଙ୍କ ଗୁଣଗାନ କରୁଛନ୍ତି।
Feb 19,2025, 18:39 PM IST
Ind vs Ban Playing 11
ପନ୍ତଙ୍କ ସମେତ ବାହାରେ ବସିବେ ଏହି ୪ ଖେଳାଳି, ବାଂଲାଦେଶ ବିପକ୍ଷରେ ଏହା ରହିବ ଭାରତର ପ୍ଲେଇଂ-11
IND vs BAN Playing 11: ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍, ତିନି ଜଣ ଅଲରାଉଣ୍ଡର ଏବଂ ତିନି ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ। ବୋଲରଙ୍କ ମଧ୍ୟରେ ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମହମ୍ମଦ ଶାମି ଖେଳିବା ନିଶ୍ଚିତ।
Feb 19,2025, 17:22 PM IST
Mahashivratri 2025
ମହାଶିବରାତ୍ରିରେ ସୃଷ୍ଟି ହେଉଛି ଏକ ବିରଳ ଯୋଗ, ମାଲାମାଲ ହେବେ ଏସବୁ ରାଶି, ଚମକିବ ଭାଗ୍ୟ
Mahashivratri 2025 Rashifal: ହିନ୍ଦୁ ଧର୍ମରେ ମହାଶିବରାତ୍ରି ଦିନକୁ ବହୁତ ବିଶେଷ ଭାବରେ ବିବେଚନା କରାଯାଏ। ଏହି ଦିନ ମହାଦେବଙ୍କୁ ପୂଜା କରିବା ସହିତ ଉପବାସ ରଖିବାର ପରମ୍ପରା ରହି ଆସିଛି। ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳିତ ହୁଏ। ଏଥର ମହାଶିବରାତ୍ରି ୨୬ ଫେବୃଆରୀ ୨୦୨୫ ରେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏକ ଅତ୍ୟନ୍ତ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଯାହା ଯୋଗୁଁ କିଛି ରାଶି ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ପାଇବାକୁ ଯାଉଛନ୍ତି।
Feb 19,2025, 16:38 PM IST
IND vs BAN
ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ, ଜାଣନ୍ତୁ ଉଭୟ ଦଳର ରେକର୍ଡ
IND vs BAN: ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିବ। ଗୁରୁବାର ଦିନ, ଭାରତ ଏବଂ ବାଂଲାଦେଶ ଦଳ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ତେବେ ଜାଣନ୍ତୁ ଉଭୟ ଦଳର ହେଡ୍ ଟୁ ହେଡ୍ ରେକର୍ଡ।
Feb 19,2025, 15:46 PM IST
Holi 2025
୧୦୦ ବର୍ଷ ପରେ ହୋଲିରେ ହେଉଛି ବିରଳ ସଂଯୋଗ, ଏହି ରାଶିମାନଙ୍କର ଚମକିବ ଭାଗ୍ୟ
Chandra Grahan And Surya Gochar 2025 Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବେଳେବେଳେ ଗ୍ରହ ଗୋଚର ଏବଂ ଗ୍ରହଣ ଗୋଟିଏ ସମୟରେ ଘଟେ। ଯାହାର ପ୍ରଭାବ ମାନବ ଜୀବନ ସହିତ ଦେଶ ଏବଂ ବିଶ୍ୱ ଉପରେ ମଧ୍ୟ ଦେଖାଯାଏ। କହି ରଖୁଛୁ ଯେ ଚଳିତ ବର୍ଷ ୧୪ ମାର୍ଚ୍ଚରେ ହୋଲି ଦିନ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏବଂ ଏହି ଦିନ ଗ୍ରହମାନଙ୍କର ରାଜା, ସୂର୍ଯ୍ୟ ଦେବତା, ମୀନ ରାଶିରେ ପ୍ରବେଶ କରିବେ। ଏପରି ପରିସ୍ଥିତିରେ ହୋଲି ଦିନ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ଗୋଚରର ମିଶ୍ରଣ ଏକାସାଙ୍ଗରେ ଘଟିବାକୁ ଯାଉଛି। ଯାହା ଯୋଗୁଁ କିଛି ରାଶିର ଭାଗ୍ୟ ଚମକିପାରେ।
Feb 19,2025, 15:10 PM IST
Kaberi Padhi Video
Kaberi Padhi Video: ଯାତ୍ରା ଅଭିନେତ୍ରୀ କାବେରୀଙ୍କ ଆଉ ଏକ ରୋମାଣ୍ଟିକ୍ ଭିଡିଓ ଭାଇରଲ୍
Kaberi Padhi Dance Video: ଓଡ଼ିଆ ଯାତ୍ରା ଜଗତର କାବେରୀ ପାଢୀ ହେଇଛନ୍ତି ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ସେ ନିଜର ନିଆରା ଅଭିନୟ ମାଧ୍ୟମରେ ଓଡ଼ିଶାର ଯାତ୍ରା ପ୍ରେମୀଙ୍କର ଖୁବ୍ ପ୍ରିୟ। କହି ରଖୁଛୁ ଅଭିନେତ୍ରୀ କାବେରୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଏହା ସମେତ ସେ ନିଜ ପ୍ରଶଂସକଙ୍କ ପାଇଁ ବିଭିନ୍ନ ଫଟୋ ଏବଂ ଭିଡିଓ ସମୟ ସମୟରେ ସେୟାର କରିଥାନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ଏକ ରୋମାଣ୍ଟିକ୍ ଗୀତରେ ନାଚୁଥିବାର ନଜର ଆସୁଛନ୍ତି।
Feb 18,2025, 23:26 PM IST
Budh yam yuti 2025
ବୁଧ ଏବଂ ଯମ କରୁଛନ୍ତି ସଂଯୋଗ, ଏସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ
Budh Yam Yuti 2025 Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ରାଶି ପରିବର୍ତ୍ତନ କରନ୍ତି। ଯାହା ଦ୍ଵାରା ଏହା ଗୋଟିଏ କିମ୍ବା ଅନ୍ୟ ଗ୍ରହ ସହିତ ଏକ ସଂଯୋଗ କିମ୍ବା ଦିଗ ଗଠନ କରେ। କହି ରଖୁଛୁ ଯେ ୨୯ ଜୁନ୍ ସକାଳ ୬:୨୫ ରେ ବୁଧ ଏବଂ ଯମ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହା ଯୋଗୁଁ ପ୍ରତିଯୁତି ଯୋଗ ସୃଷ୍ଟି ହେଉଛି। ଏପରି ପରିସ୍ଥିତିରେ ବୁଧ-ଯମଙ୍କ ଦ୍ୱାରା ଗଠିତ ପ୍ରତିଯୁତି ଯୋଗ କିଛି ରାଶିର ଲୋକଙ୍କ ପାଇଁ ଭାଗ୍ୟବାନ ପ୍ରମାଣିତ ହୋଇପାରନ୍ତି।
Feb 18,2025, 22:44 PM IST
KIIT ମାମଲାରେ ପାଞ୍ଚ ଜଣ ଗିରଫ୍, ମହାକୁମ୍ଭକୁ ନେଇ ମମତାଙ୍କ ବିବାଦୀୟ ବୟାନ, ୧୦ ବଡ଼ ଖବର
Top 10 News Headlines: KIIT ମାମଲାରେ ମଙ୍ଗଳବାର ଦିନ ତିନି ଜଣ ଅଫିସ୍ କର୍ମଚାରୀ ଏବଂ ଦୁଇ ଜଣ ସୁରକ୍ଷାକର୍ମୀ ସମେତ ପାଞ୍ଚ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Feb 18,2025, 21:57 PM IST
Horse Dancing
Horse Dance: ଦୁଇ ଗୋଡରେ ଠିଆ ହୋଇ ବ୍ରେକ୍ ଡ୍ୟାନ୍ସ କଲା ଘୋଡା, ଭିଡିଓ ଦେଖି ଉଡିଯିବ ହୋସ!
Horse Dancing Video: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡଓ ଭାଇରାଲ୍ ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ଏକ ଘୋଡା ଡ୍ୟାନ୍ସ କରୁଥିବାର ଭିଡ଼ିଓ ଜୋରଦାର ଭାଇରାଲ ହେଉଛି। ଏହି ଭିଡିଓରେ ଏକ ଘୋଡା ନିଜର ଦୁଇ ଗୋଡରେ ସୁନ୍ଦର ଭାବରେ ନାଚୁଥିବାର ନଜର ଆସୁଛି। ଏଠାରେ ଦେଖନ୍ତୁ ଏହି ଡ୍ୟାନ୍ସ ଭିଡିଓ-
Feb 18,2025, 20:39 PM IST
Mamata Banerjee
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ, କହିଲେ- ମହାକୁମ୍ଭ ପାଲଟିଛି 'ମୃତ୍
CM Mamata Banerjee: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବାଦୀୟ ବୟାନ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରି ସେ ବେଙ୍ଗଲ ବିଧାନସଭାରେ କହିଛନ୍ଚି ଯେ ମହାକୁମ୍ଭ ଏବେ 'ମୃତ୍ୟୁ କୁମ୍ଭ'ରେ ପରିଣତ ହୋଇଛି।
Feb 18,2025, 19:54 PM IST
Horoscope 19 February 2025
୧୯ ଫେବୃଆରୀରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 19 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୯ ଫବୃଆରୀ ୨୦୨୫ ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧୯ ଫେବୃଆରୀ ୨୦୨୫ ରେ କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Feb 18,2025, 18:24 PM IST
AS Kiran Kumar
ଗୋଏଙ୍କା ମନ୍ଦିର ଦର୍ଶନ କଲେ ISRO ପୂର୍ବତନ ମୁଖ୍ୟ ଏଏସ କିରନ କୁମାର, କହିଲେ- ମଙ୍ଗଳ ହେଉଛି...
AS Kiran Visits Goenka Temple: ଦେଶର ସବୁଠାରୁ ପ୍ରତିଷ୍ଠିତ ପ୍ରତିଷ୍ଠାନ ISROର ପୂର୍ବତନ ମୁଖ୍ୟ ଏ.ଏସ୍. କିରନ କୁମାର ଫତେପୁର ସହରର ଗୋଏଙ୍କା ମନ୍ଦିର ଦର୍ଶନ କରିଛନ୍ତି। ଏହି ଦର୍ଶନ ଅବସରରେ ମନ୍ଦିର ପରିଚାଳକ ରାକେଶ ଶର୍ମା ମୁନିମ, ଗୌରବ ଗୋଏଙ୍କା, ବିନୀତ ଗୋଏଙ୍କା, ସୁମିତ୍ରା ଗୋଏଙ୍କା, ଓମପ୍ରକାଶ ସୋମାନି ଇତ୍ୟାଦି କିରନ କୁମାରଙ୍କୁ ସ୍ୱାଗତ କରିଥିଲେ।
Feb 18,2025, 17:45 PM IST
Jhilik Bhattacharya Video
ଅଯୋଧ୍ୟାରୁ ଭାଇରାଲ୍ ହେଲା ଅଭିନେତ୍ରୀ ଝିଲିକ୍ ଙ୍କ ଏହି ଭିଡିଓ, ସାଙ୍ଗରେ ଅଛନ୍ତି...
Jhilik Bhattacharya Video: ଝିଲିକ୍ ଭଟ୍ଟାଚାର୍ଯ୍ୟ ଓଡ଼ିଶାର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ସେ ଉଭୟ ବଙ୍ଗଳା ଓ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ସମୟ ସମୟରେ ନିଜ ଫଟୋ ଓ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥାନ୍ତି। ବର୍ତ୍ତମାନ ଝିଲିକ୍ ଭଟ୍ଟାଚାର୍ଯ୍ୟ ନିଜ ପ୍ରଶଂସକ ପାଇଁ ଅଯୋଧ୍ୟାରୁ ଭିଡିଓ ସେୟାର କରିଛନ୍ତି। ଏଠାର ଦେଖନ୍ତୁ..
Feb 18,2025, 17:26 PM IST
Odia Actress Riya Dey Dance with dabidi dibidi Song
ହଟ୍ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ରିୟା ଦେ, ଭାଇରାଲ୍ ହେଲା ଏହି ଡ୍ୟାନ୍ସ ଭିଡିଓ...
Riya Dey Dance Video: ସ୍ୱର୍ଣ୍ଣାଲୀ ଦେ ଓରଫ୍ ରିଆ ଦେ ଓଲିଉଡରେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ଏହା ସମେତ ସେ ଜଣେ ମଡେଲ ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ। ନିଜର ଅଭିନୟ ବଳରେ ସେ ଓଡ଼ିଶାର ଘରେ ଘରେ ପରିଚିତି। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ନିଜ ଫଟୋ ଓ ଭିଡିଓ ନିଜ ଫ୍ୟାନ୍ସଙ୍କ ପାଇଁ ଲଗାତାର ସେୟାର କରିଥାନ୍ତି। ବର୍ତ୍ତମାନ ରିୟା ଦେ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି। ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରୁଛନ୍ତି।
Feb 18,2025, 16:52 PM IST
ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଛାଡି ଘରକୁ ଫେରିଲେ ବୋଲିଂ କୋଚ୍
Champions Trophy 2025: ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ମୋର୍କେଲଙ୍କୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିବାକୁ ପଡିଛି। ଭାରତୀୟ ବୋଲିଂ ଆକ୍ରମଣକୁ ମାର୍ଗଦର୍ଶନ କରିବାରେ ମୋର୍କେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ପୂର୍ବରୁ ଦଳରେ ସାମିଲ କରାଯାଇ ନାହିଁ।
Feb 18,2025, 16:07 PM IST
plane crash
ଲ୍ୟାଣ୍ଡିଂ ସମୟରେ ବିମାନବନ୍ଦରରେ ଓଲଟିଲା ବିମାନ, ଲାଗିଗଲା ନିଆଁ, ଦେଖନ୍ତୁ ଭିଡିଓ
Plane Crash: ଲ୍ୟାଣ୍ଡିଂ ସମୟରେ ଏହି ବିମାନ ହଠାତ୍ ଓଲଟି ପଡ଼ିଥିଲା ଏବଂ ନିଆଁ ଲାଗିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ କାନାଡାର ଏକ ବିମାନବନ୍ଦରରେ ତୁଷାରପାତ ପରେ ପ୍ରବଳ ପବନ ବହିବା ମଧ୍ୟରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନ ଅବତରଣ କରିବା ସମୟରେ ଏହା ଓଲଟି ପଡ଼ିଥିଲା।
Feb 18,2025, 15:25 PM IST
Constable Reena
ମମତା ଏବଂ କର୍ତ୍ତବ୍ୟ ଉଭୟ ଏକାଠି, RPSF କନଷ୍ଟେବଳଙ୍କ ଭିଡିଓ ଦେଖି ଆପଣ କରିବେ ସଲାମ୍
RPSF Constable Reena: ନୂଆଦିଲ୍ଲୀ ରେଳ ଷ୍ଟେସନରେ ନିକଟରେ ଘଟିଥିବା ଦଳାଚକଟା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଉଥିବା ବେଳେ, ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ (RPSF)ର କନଷ୍ଟେବଳ ରୀନା କର୍ତ୍ତବ୍ୟ ଏବଂ ମାତୃତ୍ୱର ମିଳିତ ଭୂମିକାର ପ୍ରତୀକ ଭାବରେ ଉଭା ହୋଇଛନ୍ତି। ତାଙ୍କ ୟୁନିଫର୍ମରେ ସେ କେବଳ ଗୋଟିଏ ହାତରେ ବାଡ଼ି ଧରି ନାହାନ୍ତି ବରଂ ତାଙ୍କ ଛାତିରେ ଶାନ୍ତିରେ ଶୋଇଥିବା ତାଙ୍କର ଏକ ବର୍ଷର ଶିଶୁକୁ ମଧ୍ୟ ରଖିଛନ୍ତି। କନଷ୍ଟେବଳ ରୀନା ଯେପରି ମମତା ଏବଂ କର୍ତ୍ତବ୍ୟ ଉଭୟକୁ ଏକାଠି ତୁଲାଉଛନ୍ତି ତାହା ଦେଖି ସମସ୍ତେ କହୁଛନ୍ତି ମା ତୁଝେ ସଲାମ!
Feb 18,2025, 14:52 PM IST
CM ଆଗତ କଲେ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍, ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ଉତ୍ତେଜନା, ୧୦ ବଡ ଖବର
Top 10 News Headlines: ସୋମବାର ଦିନ ଓଡ଼ିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Feb 17,2025, 22:01 PM IST
odisha budget
ଓଡ଼ିଶା ବଜେଟ୍: କୃଷି ଓ କୃଷକଙ୍କ ପାଇଁ ୩୭ ହଜାର ୮୩୮ କୋଟି ଟଙ୍କା
Odisha Agriculture Budget 2025-26: ରାଜ୍ୟର ଜନସଂଖ୍ୟାର ପ୍ରାୟ ୪୮ ପ୍ରତିଶତ ଶ୍ରମଶକ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ। କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ରେ ୨୦୨୫-୨୬ରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରପାଇଁ ୩୭,୮୩୮ କୋଟି ଟଙ୍କା କୃଷି ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ ।
Feb 17,2025, 21:27 PM IST
Odisha Budget 2025-26
ଭାରତର ରେକର୍ଡ ସୃଷ୍ଟିକାରୀ ଦୀର୍ଘ ବଜେଟ୍ ଅଭିଭାଷଣ
Longest Budget Speech in India: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍ ଉପସ୍ଥାପନରେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଟପିଛନ୍ତି। ଦୀର୍ଘକାୟ ଭାଷଣରେ ଏହି ରେକର୍ଡ ସୃଷ୍ଟି ହୋଇଛି।
Feb 17,2025, 21:02 PM IST
Qatar Emir in India
୧୦ ବର୍ଷରେ ଦ୍ୱିତୀୟ ଥର ଭାରତ ଆସିଲେ କତାରର ଆମୀର ଶେଖ ଅଲ ଥାନି, ବିମାନବନ୍ଦରରେ ପହଞ୍ଚିଲେ PM
India-Qatar Relations: କାତାରର ଆମୀର ଶେଖ ଅଲ-ଥାନି ୧୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ।
Feb 17,2025, 20:52 PM IST
Mahakumbh
ମୋର ମୋବାଇଲ୍ ମଧ୍ୟ ପାପୀ' କହି ମହାକୁମ୍ଭରେ ନିଜ ଫୋନକୁ ପବିତ୍ର ସ୍ନାନ କରାଇଲେ ବ୍ୟକ୍ତି
MahaKumbh 2025 Viral Video: ମହାକୁମ୍ଭରେ ବୁଡ ପକାଇବାବାକୁ ଆସିଥିବା ଜଣେ ପିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ସେ ନିଜର ପାପ ଏବଂ ତାଙ୍କ ଫୋନର ପାପ ଧୋଇ ଦେଉଥିବାର ନଜର ଆସୁଛନ୍ତି। ଭିଡିଓରେ ପିଲାଟି ନଦୀରେ ନିଜ ମୋବାଇଲ୍ ଫୋନକୁ ବୁଡ଼ାଉଥିବାର ଦେଖାଯାଉଛି। ପିଲାଟି ତା ମୋବାଇଲକୁ ପାଣିରେ ବୁଡ଼ାଇ କହୁଛି, "ବନ୍ଧୁମାନେ, ମୁଁ ମୋ ସହିତ ମୋ ମୋବାଇଲକୁ ମଧ୍ୟ ଗଙ୍ଗାରେ ସ୍ନାନ କରି ଦେଉଛି...।"
Feb 17,2025, 20:39 PM IST
Horoscope 18 February 2025
୧୮ ଫେବୃଆରୀରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 18 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୮ ଫବୃଆରୀ ୨୦୨୫ ହେଉଛି ମଙ୍ଗଳବାର। ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧୮ ଫେବୃଆରୀ ୨୦୨୫ ରେ କେଉଁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।
Feb 17,2025, 19:32 PM IST
ରାଜ୍ୟ ବଜେଟ୍ ୨୦୨୫-୨୬, ୧୦ ପ୍ରମୁଖ ବିନ୍ଦୁ
Odisha Budget 2025-26: ସୋମବାର ଦିନ (୧୭ ଫେବୃଆରୀ ୨୦୨୫) ଓଡ଼ିଶା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ତେବେ ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟର ୧୦ ପ୍ରମୁଖ ବିନ୍ଦୁ...
Feb 17,2025, 18:56 PM IST
Maharashtra
ପରୀକ୍ଷା ପାଇଁ ଡେରି ହେଉଥିଲା, ପାରାଗ୍ଲାଇଡିଂ କରି କଲେଜରେ ପହଞ୍ଚିଲା ଛାତ୍ର; ଭିଡିଓଟି ଭାଇରାଲ
Student paraglides to college: ମହାରାଷ୍ଟ୍ରର ସତାରା ଜିଲ୍ଲାର ଜଣେ ୨୦ ବର୍ଷୀୟ ଛାତ୍ର ନିଜ ପରୀକ୍ଷା ହଲରେ ପହଞ୍ଚିବା ପାଇଁ ପାରାଗ୍ଲାଇଡିଂର ସହୟତା ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରଦାର ଭାଇରାଲ ହେଉଛି।
Feb 17,2025, 18:39 PM IST
auto rickshaw
Video: ଅଟୋ ନା ମିନି ବସ୍? ଗୋଟିଏ ରିକ୍ସାରେ ବସିଥିଲେ ୧୯ ଜଣ! ପୋଲିସ ମଧ୍ୟ ହୋଇଗଲା ଆଶ୍ଚର୍ଯ୍ୟ
Viral Video: ଝାନ୍ସୀରେ ଜଣେ ଡ୍ରାଇଭରଙ୍କୁ ଏକ ଅଟୋରେ ୧୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାର ଦେଖାଯାଇଥିଲା। ଯେତେବେଳେ ପୋଲିସ ଅଟୋରିକ୍ସାକୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଲା। ସେତେବେଳେ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି।
Feb 17,2025, 17:26 PM IST
JP Duminy Divorce
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ରୋହିତ ଶର୍ମାଙ୍କ ସାଥି ଖେଳାଳିଙ୍କ ହେଲା ଛାଡପତ୍ର
JP Duminy Divorce Announcement: ଚାମ୍ପିଅନ୍ସ ଟ୍ରଫି ୨୦୧୯ ପାକିସ୍ତାନ ଏବଂ ଦୁବାଇର ମିଳିତ ଭାବେ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେଉଛି। କିନ୍ତୁ ଏହି ଆରମ୍ଭ ପୂର୍ବରୁ ରୋହିତ ଶର୍ମାଙ୍କ ଜଣେ ପୁରୁଣା ବନ୍ଧୁଙ୍କ ଜୀବନରେ କଳା ବାଦଲ ଦେଖାଦେଇଛି। ଏହି ଖେଳାଳିଙ୍କର ୧୪ ବର୍ଷର ପୁରୁଣା ଦାମ୍ପତ୍ୟ ଜୀବନରେ ଗ୍ରହଣ ଲାଗିଛି ଏବଂ ତାଙ୍କର ଛାଡପତ୍ର ହୋଇଛି। ଏହି ଖେଳାଳିଙ୍କ ନାମ ଜିନ୍ ପଲ୍ ଡୁମିନି ଅର୍ଥାତ୍ ଜେପି ଡୁମିନି।
Feb 17,2025, 16:55 PM IST
CBSE
CBSE ଦଶମ ଏବଂ ଦ୍ୱାଦଶ ପେପର ହେଲା ଲିକ୍? ବୋର୍ଡ ରଖିଲା ଏହି ଜବାବ
CBSE on Paper leak: ସିବିଏସଇ ବୋର୍ଡ ଏହି ଦାବିଗୁଡ଼ିକୁ "ନିରାଧାର" ବୋଲି କହିଛି ଏବଂ ଜୋର ଦେଇ କହିଛି ଯେ ଏହା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାର ଏକ ପ୍ରୟାସ।
Feb 17,2025, 16:02 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.