ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
CBI Action
୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଲେ DRM, ସିବିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
CBI action: ଲାଞ୍ଚ ଅଭିଯୋଗରେ ସିବିଆଇ ପୂର୍ବ-ତଟ ରେଳବାଇର ୱାଲ୍ଟେୟାର ଡିଭିଜନର ଡିଆରଏମ ଏବଂ ଦୁଇ କମ୍ପାନୀ ମାଲିକଙ୍କୁ ଗିରଫ କରିଛି। ମୁମ୍ବାଇ ଏବଂ ପୁଣେର ଦୁଇଟି କମ୍ପାନୀ ଉପରେ ଲଗାଯାଇଥିବା ୩ କୋଟି ୧୭ ଲକ୍ଷ ଜରିମାନା ପରିମାଣ ହ୍ରାସ କରିବାକୁ DRM ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।
Nov 17,2024, 22:06 PM IST
top 10 news today
ବାଲୁଗାଁ ସଡ଼କ ଦୁର୍ଘଟଣାରେ ୨ ମୃତ୍ୟୁ, ଓଡ଼ିଶା ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ, ୧୦ ବଡ ଖବର
Top 10 News Headlines: ରବିବାର ଦିନ ବାଲୁଗାଁ ଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Nov 17,2024, 21:58 PM IST
Manipur
ଏହି ରାଜ୍ୟରେ ଭାଙ୍ଗିଯିବ କି ବିଜେପି ସରକାର? ସମର୍ଥନ ପ୍ରତ୍ୟାହାର କରିନେଲା ସହଯୋଗୀ ଦଳ
Manipur News: ମଣିପୁରରେ ବିଜେପି ସହିତ ଏନପିପିର ମେଣ୍ଟ ଭାଙ୍ଗି ଯାଇଛି। କୋନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ମଣିପୁରର ବିରେନ ସରକାରଙ୍କ ଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଛି।
Nov 17,2024, 20:48 PM IST
leopard vs dog
ଚୁପଚାପ୍ ଆସି କୁକୁର ଉପରେ ଆକ୍ରମଣ କଲା ଚିତାବାଘ; ପୁଣି ଶିକାର ଛାଡି ପଳାଇଲା, ଜାଣନ୍ତୁ କାହିଁକି?
Leopard Vs Dog: ରାଜସ୍ଥାନରେ ଘର ବାହାରେ ବୁଲୁଥିବା କୁକୁର ଉପରେ ଚିତାବାଘ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତାବାଘ କାହିଁକି ଶିକାର ଛାଡି ପଳାଇବାକୁ ବାଧ୍ୟ ହେଲା ଏହି ଭିଡିଓରେ ଦେଖନ୍ତୁ।
Nov 17,2024, 20:26 PM IST
Rohit Sharma
ରୋହିତ ଶର୍ମା ଖେଳିବେ ନାହିଁ ପ୍ରଥମ ଟେଷ୍ଟ, ବିସିସିଆଇ ଦେଲା ସୂଚନା; ଏହି ଖେଳାଳି ହେବେ ଅଧିନାୟକ
Rohit Sharma: ଭାରତୀୟ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ବିସିସିଆଇକୁ କହିଛନ୍ତି ଯେ ସେ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ।
Nov 17,2024, 19:32 PM IST
Horoscope 18 November 2024
୧୮ ନଭେମ୍ବରରେ ମହାଦେବ ଶିବ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 18 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୮ ନଭେମ୍ବର ୨୦୨୪ ହେଉଛି ସୋମବାର। ହିନ୍ଦୁ ଧର୍ମରେ ସୋମବାର ଦିନ ଭଗବାନ ଶିବଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ। ଜାଣନ୍ତୁ କେଉଁ ରାଶି ୧୮ ନଭେମ୍ବର ୨୦୨୪ ରେ ଉପକୃତ ହେବେ ଏବଂ କେଉଁ ରାଶି ଗୁଡିକ ସତର୍କ ରହିବାକୁ ପଡିବ।
Nov 17,2024, 18:18 PM IST
The Sabarmati Report
The Sabarmati Report କୁ ପ୍ରଶଂସା କଲେ ପିଏମ୍ ମୋଦୀ, କହିଲେ- ସତ୍ୟ ସାମ୍ନାକୁ ଆସୁଛି
PM Narednra Modi Post on The Sabarmati Report: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ବିକ୍ରାନ୍ତ ମାସେଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ' ବିଷୟରେ ପୋଷ୍ଟ କରିଛନ୍ତି। ଜାଣନ୍ତି ଏହି ପୋଷ୍ଟରେ ସେ କ’ଣ କହିଛନ୍ତି।
Nov 17,2024, 17:10 PM IST
IPL Mega Auction 2025
ଆଇପିଏଲ୍ ମେଗା ନିଲାମରେ ଏହି ୫ ଖେଳାଳିଙ୍କୁ ମିଳିପାରେ ୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟ
IPL Mega Auction 2025: ଆଇପିଏଲ୍ ମେଗା ନିଲାମ ପ୍ରତ୍ୟେକ ଥର ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଏବଂ ଏଥର କିଛି ତାରକା ଖେଳାଳି ଅଛନ୍ତି ଯାହାଙ୍କ ଉପରେ ଟଙ୍କା ବର୍ଷା ହୋଇପାରେ। ବିଶେଷ ଭାବରେ ଏପରି ୫ ଖେଳାଳି ଅଛନ୍ତି ଯେଉଁମାନଙ୍କ ଉପରେ ଫ୍ରାଞ୍ଚାଇଜ୍ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିନ୍ତି। ତେବେ ଜାଣନ୍ତୁ କେଉଁମାନେ ଆଇପିଏଲ୍ ୨୦୨୫ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି।
Nov 17,2024, 16:26 PM IST
Eastern Railway Jobs
Eastern Railway ବିଭିନ୍ନ ପଦବୀରେ ଦେଉଛି ନିଯୁକ୍ତି, ୧୪ ଡିସେମ୍ବର ମଧ୍ୟରେ କରନ୍ତୁ ଆବେଦନ
Eastern Railway Jobs: ଇଷ୍ଟର୍ଣ୍ଣ ରେଲୱେ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ RRC ର ଅଫିସିଆଲ୍ ୱେବସାଇଟ୍ ER rrcer.org ଏବଂ rrcrecruit.co.in ର ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ।
Nov 17,2024, 15:42 PM IST
ICC Champions Trophy 2025
ପାକିସ୍ତାନରୁ ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି, ଆଇସିସି ନିଜେ କଲା ଘୋଷଣା
ICC Champions Trophy 2025: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରୁ ଭାରତ ଆସିବ। ଆଇସିସି ଦ୍ୱାରା ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
Nov 17,2024, 14:50 PM IST
Manipur violence
ମଣିପୁରରେ ବନ୍ଧକଙ୍କୁ ହତ୍ୟା ଯୋଗୁଁ ପୁଣିଥରେ ଆରମ୍ଭ ହେଲା ହିଂସା, ମନ୍ତ୍ରୀ ଓ MLAଙ୍କ ଘରେ ଆକ୍ରମଣ
Manipur Violence: ମଣିପୁରରେ ଉଗ୍ରବାଦୀଙ୍କ ଦୱରା ୬ ଜଣକୁ ହତ୍ୟା କରାଯିବା ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ସରକାରଙ୍କ ଉପରେ ନିଜର କ୍ରୋଧ ପ୍ରଦର୍ଶନ କରି ବିକ୍ଷୋଭକାରୀମାନେ ବିଧାୟକ ଓ ମନ୍ତ୍ରୀଙ୍କ ଘରେ ମଧ୍ୟ ଆକ୍ରମଣ କରିଛନ୍ତି।
Nov 16,2024, 22:35 PM IST
ସିନିୟର ପୁରୁଷ ହକିରେ ଓଡ଼ିଶା ଚାମ୍ପିଅନ, ମଣିପୁର ରାଜ୍ୟରେ ପୁଣି ହିଂସା, ଆଜିର ୧୦ ବଡ଼ ଖବର
Top 10 News Headlines: ୧୪ ତମ ହକି ଇଣ୍ଡିଆ ସିନିୟର ପୁରୁଷ ହକିରେ ଓଡ଼ିଶା ଚାମ୍ପିଅନ ହୋଇଛି। ଓଡ଼ିଶା ଫାଇନାଲରେ ମ୍ୟାଚରେ ହରିୟାଣାକୁ ୫-୧ ଗୋଲରେ ହରାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Nov 16,2024, 21:56 PM IST
Aus vs Ind
ପର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏକ 'ବ୍ରହ୍ମାସ୍ତ୍ର' ନେଇ ଅଷ୍ଟ୍ରେଲିଆ ଯିବେ ଅଧିନାୟକ ରୋହିତ
AUS Vs IND: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ପର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି।
Nov 16,2024, 20:36 PM IST
ECI Notice
'ନିଜ ଷ୍ଟାର ପ୍ରଚାରକ ଏବଂ ନେତାମାନଙ୍କୁ ନିୟନ୍ତ୍ରଣରେ ରଖନ୍ତୁ', ଖଡ୍ଗେ-ନଡ୍ଡାଙ୍କୁ ନୋଟିସ୍ ପଠାଇଲ
Election Commission: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନ ପ୍ରଚାର ସମ୍ପର୍କରେ ଅଭିଯୋଗ ସମ୍ପର୍କରେ ନିର୍ବାଚନ ଆୟୋଗ କଂଗ୍ରେସ ଓ ବିଜେପିର ସଭାପତିମାନଙ୍କୁ ନୋଟିସ୍ ପଠାଇ ଜବାବ ମାଗିଛନ୍ତି।
Nov 16,2024, 20:05 PM IST
Nayanthara Vs Dhanush
୩ ସେକେଣ୍ଡ୍ କ୍ଲିପ୍ ବ୍ୟବହାର କରିବା ପାଇଁ ନୟନତରାଙ୍କୁ ୧୦ କୋଟି ଟଙ୍କାର ନୋଟିସ୍ ପଠାଇଲେ ଧନୁଷ
Nayanthara Vs Dhanush: ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'Nayanthara: Beyond the Fairy Tale' ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି। ଧନୁଷ ଏହି ଡକ୍ୟୁମେଣ୍ଟାରୀ ବିରୋଧରେ ୧୦ କୋଟି ଟଙ୍କାର ଏକ ମାମଲା ଦାୟର କରିଛନ୍ତି। ଧନୁଷ କହିଛନ୍ତି ଯେ ବିନା ଅନୁମତିରେ ଡକ୍ୟୁମେଣ୍ଟାରୀରେ ତାଙ୍କ ଫିଲ୍ମ 'ନାନୁମ୍ ରାଉଡି ଧାନ'ର କିଛି ସେକେଣ୍ଡର ଫୁଟେଜ୍ ବ୍ୟବହାର କରାଯାଇଛି।
Nov 16,2024, 19:20 PM IST
Horoscope 17 November 2024
୧୭ ନଭେମ୍ବରରେ ସୂର୍ଯ୍ୟ ଭଗବାନ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 17 November 2024: ବୈଦିକ ଜ୍ୟୋତିଷରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୭ ନଭେମ୍ବର ୨୦୨୪ ହେଉଛି ରବିବାର। ହିନ୍ଦୁ ଧର୍ମରେ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆଣିଥାଏ ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ। ଜାଣନ୍ତୁ କେଉଁ ରାଶି ୧୭ ନଭେମ୍ବର ୨୦୨୪ ରେ ଉପକୃତ ହେବେ ଏବଂ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।
Nov 16,2024, 17:56 PM IST
ISRO Elon Musk deal
ISRO ଏବଂ ଏଲୋନ୍ ମସ୍କଙ୍କ କମ୍ପାନୀ ମଧ୍ୟରେ ଚୁକ୍ତି, ଭାରତର ଉପଗ୍ରହ ଉତକ୍ଷେପଣ କରିବ Spacex
ISRO Elon Musk deal: ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିଶେଷ ବନ୍ଧୁ ISRO ଏବଂ ଏଲୋନ୍ ମସ୍କ ଆସନ୍ତା ସପ୍ତାହ ଆରମ୍ଭରେ ଫାଲକନ୍ ୯ ରକେଟ୍ ସହିତ ଭାରତର ଆଧୁନିକ ଯୋଗାଯୋଗ ଉପଗ୍ରହ GSAT-20 (GSAT N-2)କୁ ଲଞ୍ଚ କରିବ।
Nov 16,2024, 17:11 PM IST
Ind Vs Aus
ପର୍ଥ ଟେଷ୍ଟରୁ ବାଦ୍ ପଡିବେ ଶୁବମନ ଗିଲ? ଜାଣନ୍ତୁ ଟିମ୍ ଇଣ୍ଡିଆର କାହିଁକି ବଢ଼ିଲା ଟେନସନ୍
IND vs AUS: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ। ଶୁବମନ ଗିଲ ଏହି ମ୍ୟାଚରୁ ବାଦ୍ ପଡିପାରନ୍ତି। ଜାଣନ୍ତୁ ପୂରା ମାମଲା।
Nov 16,2024, 16:13 PM IST
ketu gochar 2024
ସୂର୍ଯ୍ୟର ନକ୍ଷତ୍ରରେ ଗୋଚର କରୁଛନ୍ତି କେତୁ; ଚମକିବ ଏହି ୩ ରାଶିର ଭାଗ୍ୟ
Ketu Gochar 2024 Rashifal: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଏକ ଅଶୁଭ ଗ୍ରହ ଭାବରେ ବିବେଚନା କରାଯାଏ। ଏହି ଗ୍ରହ ସର୍ବଦା ଓଲଟା ଚଳନ କରେ ଏବଂ ପ୍ରତ୍ୟେକ ରାଶିରେ ପ୍ରାୟ ୧୮ ମାସ ରହିଥାଏ। ବୈଦିକ କ୍ୟାଲେଣ୍ଡର ଅନୁଯାୟୀ କେତୁ ୧୦ ନଭେମ୍ବରରେ ରାତି ୧୧:୩୨ ରେ ସୂର୍ଯ୍ୟ ନକ୍ଷତ୍ର ଉତ୍ତରା ଫାଲ୍ଗୁନିରେ ପ୍ରବେଶ କରିଛନ୍ତି। ପାଞ୍ଜୀ ଅନୁଯାୟୀ କିଛି ରାଶି ଏପରି ଅଛି ଯେଉଁମାନେ ଏହି ଗୋଚର ସମୟରେ ଲାଭ ପାଇପାରିବେ। ଏହି ରାଶି ଗୁଡିକ ଚାକିରିରେ ପଦୋନ୍ନତି, ବୃତ୍ତିରେ ସଫଳତା ଏବଂ ହଠାତ୍ ଆର୍ଥିକ ଲାଭ ମଧ୍ୟ ମିଳିପାରେ। ତେବେ ଜାଣନ୍ତୁ କେତୁ ଗୋଚର ସମୟରେ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିପାରେ।
Nov 16,2024, 15:18 PM IST
Odisha
ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନବନ୍ଦରରୁ ଏହି ସବୁ ସ୍ଥାନକୁ ଖୁବ୍ ଶୀଘ୍ର ଉଡିବ ବିମାନ; ଜାଣନ୍ତୁ
Odiaha News: ସାରା ରାଜ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନବନ୍ଦରକୁ ନୂତନ ମାର୍ଗ ସହ ସଂଯୋଗ କରାଯିବ। ଏହି ସୂଚନା ଓଡି଼ଶା CMO ଟ୍ୱିଟରରେ ଏକ ପୋଷ୍ଟରେ ସେୟାର କରିଛି।
Nov 15,2024, 22:32 PM IST
ଐତିହାସିକ ବାଲିଯାତ୍ରା ଆରମ୍ଭ, ଶନିବାରଠାରୁ ଭକ୍ତଙ୍କ ପାଇଁ ଖୋଲିବ ଚାରି ଦୁଆର, ୧୦ ବଡ଼ ଖବର
Top 10 News Headlines: କଟକର ମହାନଦୀ ପଠାରେ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଆନୁଷ୍ଠନିକ ଭାବେ ଉଦଘାଟିତ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Nov 15,2024, 21:56 PM IST
UK PM Office
'ଆଉ ପୁନରାବୃତ୍ତି ହେବ ନାହିଁ', ହିନ୍ଦୁମାନଙ୍କୁ କ୍ଷମା ମାଗିଲା ବ୍ରିଟେନର ପିଏମ୍ ଅଫିସ୍
UK PM Office Apologises: ବ୍ରିଟେନରେ ଦୀପାବଳି ରିସେପ୍ସନ୍ ବିବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବଡ ବୟାନ ଆସିଛି। ଏହି ପ୍ରସଙ୍ଗରେ ସବୁ ଦିଗରୁ ଅସନ୍ତୋଷର ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ କାର୍ଯ୍ୟାଳୟ କ୍ଷମା ମାଗିଛି ଏବଂ ପୁନର୍ବାର ଏପରି ଭୁଲ ନକରିବାକୁ ନିଶ୍ଚିତ କରିଛି।
Nov 15,2024, 20:07 PM IST
ICC Champions Trophy
POK ରେ ଚାମ୍ପିଅନ୍ସ ଟ୍ରଫି ବୁଲାଇବାକୁ ଚାହୁଁଥିଲା ପାକିସ୍ତାନ, ଆଇସିସି ଦେଲା ଏକ ଶକ୍ତ ଝଟକା
ICC Champions Trophy: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କୁ ଏକ ବଡ଼ ଝଟକା ଦେଇ ଆଇସିସି ସ୍କାର୍ଦୁ, ମୁରି ଏବଂ ମୁଜାଫରବାଦରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଯାତ୍ରାକୁ ବାତିଲ କରିଦେଇଛି। ଏହି ତିନୋଟି ସହର ପାକିସ୍ତାନ ଅଧିକୃତ କାଶ୍ମୀରରେ ପଡିଥାଏ।
Nov 15,2024, 19:30 PM IST
Puri
କାଲିଠୁ ଚାରି ଦୁଆର ଖୋଲା
Puri Jagannath Temple: ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦୁଆର ଶନିବାରଠାରୁ ଭକ୍ତଙ୍କ ପାଖଇଁ ଖୋଲା ରହିବ। ଶ୍ରଦ୍ଧାଳୁମାନେ ଯେ କୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ହେଲେ ସେମାନେ ସିଂହ ଦ୍ୱାର ବ୍ୟତୀତ ଅନ୍ୟ ତିନି ଦୁଆର ଦେଇ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାର ଦେଇ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
Nov 15,2024, 19:14 PM IST
Horoscope 16 November 2024
୧୬ ନଭେମ୍ବରରେ ଶନିଦେବ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 16 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୬ ନଭେମ୍ବର ୨୦୨୪ ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ କର୍ମଫଳଦାତା ଶନିଦେବଙ୍କ ପୂଜାପାଠ କରାଯାଏ। ଜାଣନ୍ତୁ କେଉଁ ରାଶି ୧୬ ନଭେମ୍ବର ୨୦୨୪ ରେ ଉପକୃତ ହେବେ ଏବଂ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।
Nov 15,2024, 18:51 PM IST
ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି, ଚଳିତ ରଣଜୀ ସିଜିନରେ ଓଡ଼ିଶା ପ୍ରଥମ ବିଜୟ, ୧୦ ବଡ଼ ଖବର
Top 10 Afternoon Headlines: ପୁରୀରେ ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀ ଜିଉଙ୍କୁ ରାଜ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
Nov 15,2024, 16:28 PM IST
Hot vs cold showers
ଥଣ୍ଡା ନା ଗରମ? ଶୀତଦିନେ କେଉଁ ପାଣିରେ ଗାଧୋଇବା ସର୍ବୋତ୍ତମ
Cold Showers vs Hot Showers: ଶୀତ ଋତୁରେ ଗାଧୋଇବା ପାଇଁ ସଠିକ୍ ତାପମାତ୍ରାର ପାଣି ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆର୍ଟିକିଲରେ ଜାଣନ୍ତୁ ଶୀତ ଋତୁରେ ଗାଧୋଇବା ପାଇଁ କେଉଁ ପାଣି ବ୍ୟବହାର କରାଯିବା ଉଚିତ୍।
Nov 15,2024, 16:07 PM IST
Toll Tax Free
ବର୍ତ୍ତମାନ ଏହି ଲୋକଙ୍କୁ ଦେବାକୁ ପଡିବ ନାହିଁ Toll Tax, ସରକାର ନେଲେ ଏକ ବଡ ନିଷ୍ପତ୍ତି
Highways Toll Tax Free: ଟୋଲ ଟ୍ୟାକ୍ସକୁ ନେଇ ମୋଦି ସରକାର ନୂଆ ନିୟମ କରିଛନ୍ତି। ଦେଶରେ ଉପଗ୍ରହ ଆଧାରିତ ଟୋଲ ଟ୍ୟାକ୍ସ ବ୍ୟବସ୍ଥା ଖୁବ ଶୀଘ୍ର ଆରମ୍ଭ ହେବ। କହିରଖୁଛୁ ଯେ ବର୍ତ୍ତମାନ ଦେଶରେ ଫାଷ୍ଟାଗ ମାଧ୍ୟମରେ ଟୋଲ ସଂଗ୍ରହ କରାଯାଉଛି।
Nov 15,2024, 15:27 PM IST
New Zealand Haka Dance Video
ପ୍ରଥମେ ବିଲ୍ ଫାଡିଲେ, ଏହା ପରେ ସଂସଦ ଭିତରେ Haka Dance କଲେ ମହିଳା ସାଂସଦ, ଭିଡିଓ ଭାଇରାଲ୍
New Zealand Haka Dance Video: ଗୁରୁବାର ଦିନ ନ୍ୟୁଜିଲାଣ୍ଡର ସଂସଦରେ ଏକ ବଡ଼ ଧରଣର ହଟ୍ଟଗୋଳ ଦେଖାଦେଇଥିଲା। ସଂସଦର ସର୍ବ କନିଷ୍ଠ ସାଂସଦ ହାନା-ରାଓତି ଏକ ବିଲକୁ ଏପରି ଏକ ଢଙ୍ଗରେ ବିରୋଧ କରିଥିଲେ ଯେ ତାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Nov 15,2024, 14:53 PM IST
PM Awas Yojana-Urban
ମଧ୍ୟବିତ୍ତଙ୍କୁ ବଡ଼ ଉପହାର, ୮ ଲକ୍ଷ ଟଙ୍କାର ହୋମ୍ ଲୋନ୍ ଉପରେ ୪% ସୁଧ ସବସିଡି ଦେବେ ସରକାର
PM Awas Yojana-Urban: କେନ୍ଦ୍ର ସରକାରଙ୍କ ଏପରି ଅନେକ ଯୋଜନା ଅଛି ଯାହା ସାଧାରଣ ଲୋକଙ୍କୁ ଉପକୃତ କରିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା। ନିକଟରେ ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା-ସହରୀ (PMAY-U) ୨.୦ କୁ ଅନୁମୋଦନ କରିଛନ୍ତି।
Nov 14,2024, 22:27 PM IST
୨୧ ଫେବ୍ରୁଆରୀରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ RI, ୧୦ ବଡ ଖବର
Top 10 News Headlines: ମାଧ୍ୟମିକ ଶିକ୍ଷା ବୋର୍ଡ ଗୁରୁବାର ଦିନ ରାଜ୍ୟରେ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କରିଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ୨୧ ଫେବ୍ରୁଆରୀ ୨୦୨୫ (ଶୁକ୍ରବାର) ରେ ଆରମ୍ଭ ହେବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Nov 14,2024, 21:57 PM IST
air pollution
ରାଜଧାନୀରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍, ଲାଗୁ ହେବ ଗ୍ରାପ୍-III
Air Pollution: ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଜୁନିଅର ଛାତ୍ରମାନଙ୍କ ପାଇଁ ସ୍କୁଲ ବନ୍ଦ କରାଯାଇଛି। ଏହା ସହିତ ନିର୍ମାଣ ଏବଂ ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି।
Nov 14,2024, 21:11 PM IST
Mohammed Shami
ଟିମ୍ ଇଣ୍ଡିଆ ପାଇଁ ବଡ଼ ଖବର, ଅଷ୍ଟ୍ରେଲିଆ ଯିବେ ମହମ୍ମଦ ଶାମି!
Mohammed Shami Injury Update: ବୋର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି।
Nov 14,2024, 20:51 PM IST
Viral Video
Video: ନିଆଁ ସହ ଖେଳ, ଭିଡିଓ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିବେନି ଆପଣ!
Viral Video: ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ଝିଅ ଟେବୁଲ ଉପରେ ବସିଛି ଏବଂ ତାଙ୍କ ଦୁଇ ହାତରେ ଦୁଇଟି ବାଡି ଅଛି। ଗୋଟିଏରେ ବାଡିରେ ନିଆଁ ଜଳୁଛି। ଏହା ପରେ ଝିଅଟି ସେହି ନିଆଁ ଲାଗିଥିବା ବାଡିରେ ଯେଉଁ ଆଶ୍ଚର୍ଯ୍ୟଜନକ ଖେଳ ଦେଖାଉଛନ୍ତି, ତାହା ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି। ଏଠାରେ ଦେଖନ୍ତୁ ପୂରା ଭିଡିଓ।
Nov 14,2024, 20:26 PM IST
Horoscope 15 November 2024
୧୫ ନଭେମ୍ବରରେ ଦେବୀ ଲକ୍ଷ୍ମୀ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 15 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୫ ନଭେମ୍ବର ୨୦୨୪ ହେଉଛି ଶୁକ୍ରବାର। ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀ ଉତ୍ସର୍ଗ କରାଯାଇଛି। ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଜାଣନ୍ତୁ କେଉଁ ରାଶି ୧୫ ନଭେମ୍ବର ୨୦୨୪ ରେ ଲାଭବାନ ରହିବେ ଏବଂ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।
Nov 14,2024, 19:12 PM IST
BSNL
ବିନା SIM ରେ କରିପାରିବେ CALL ଏବଂ SMS, ଲଞ୍ଚ ହେଲା ଭାରତର ପ୍ରଥମ ସାଟେଲାଇଟ୍-ଟୁ-ଡିଭାଇସ
BSNL Satellite to Device: ବିଏସଏନଏଲ ଭାରତରେ ସାଟେଲାଇଟ୍-ଟୁ-ଡିଭାଇସ୍ ସେବା ଲଞ୍ଚ୍ କରିଛି ଏବଂ ଏପରି କରିବାରେ ଦେଶରେ ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି। BSNL ର ଏହି ବିଶେଷ ସେବା ଦୁର୍ଗମ ଅଞ୍ଚଳରେ ଏବଂ ନେଟୱାର୍କ ବିନା ସ୍ଥାନରେ ନେଟୱାର୍କ ଯୋଗାଇବାକୁ ଯାଉଛି।
Nov 14,2024, 18:57 PM IST
IND vs Pak
୩୦ ଦିନ ମଧ୍ୟରେ ଦୁଇଥର ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍, ଲେଖି ନିଅନ୍ତୁ ତାରିଖ
IND VS PAK: ଭାରତ ଏବଂ ପାକିସ୍ତାନର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର ଅଛି। ଖୁବ୍ ଶୀଘ୍ର ଉଭୟଙ୍କ ମଧ୍ୟରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ଏହି ଦୁଇଟି ମ୍ୟାଚ୍ ଏକ ମାସ ମଧ୍ୟରେ ଅନୁଷ୍ଠିତ ହେବ।
Nov 14,2024, 18:11 PM IST
Leopard Sentenced
ଆଶ୍ଚର୍ଯ୍ୟ! ଚିତାବାଘକୁ ମିଳିଲା ଆଜୀବନ କାରାଦଣ୍ଡ, ଜାଣନ୍ତୁ ପୂରା ମାମଲା
Leopard Sentenced To Life Imprisonment: ଚିତାବାଘ ନିକଟରେ ଏକ ୭ ବର୍ଷର ଝିଅ ଉପରେ ଆକ୍ରମଣ କରିଥିଲା। ମାଣ୍ଡଭି ତାଲୁକର ଉଶକର ଗ୍ରାମରେ ଏକ ଆଖୁ କ୍ଷେତ ନିକଟରେ ଖେଳୁଥିବା ବେଳେ ଚିତାବାଘ ଝିଅକୁ ଉଠାଇ ନେଇଥିଲା।
Nov 14,2024, 16:46 PM IST
PM Modi Dominica Award
କରୋନା ସମୟରେ ଭାରତର ଦେଖାଇଥିଲା ଉଦାରତା, PM Modiଙ୍କୁ ନିଜର ସବୁଠୁ ବଡ଼ ସମ୍ମାନ ଦେବ ଏହି ଦେଶ
PM Modi Dominica Highest National Award: ପ୍ରଧାନମନ୍ତ୍ରୀ ମୋଦୀ ୧୬ ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆଫ୍ରିକୀୟ ଦେଶ ଗସ୍ତରେ ଯାଉଛନ୍ତି। ଏହାପୂର୍ବରୁ ଡୋମିନିକା ପିଏମ ମୋଦୀଙ୍କୁ ନିଜ ଦେଶର ସବୁଠାରୁ ବଡ ସମ୍ମାନ ଦେବାକୁ ଘୋଷଣା କରିଛି।
Nov 14,2024, 15:54 PM IST
Gaj Kesari Yog 2024
ଗଠନ ହେବାକୁ ଯାଉଛି ଗଜକେଶରୀ ରାଜଯୋଗ, ନୂଆ ଚାକିରି ସହିତ ଆର୍ଥିକ ଲାଭ ପାଇବେ ଏହି ସବୁ ରାଶି
Gaj Kesari Yog 2024 Rashifal: ନଭେମ୍ବର ମାସରେ ଚନ୍ଦ୍ର ଏବଂ ବୃହସ୍ପତିର ମିଳନ ଖୁବ୍ ଶୀଘ୍ର ଘଟିବାକୁ ଯାଉଛି, ଯେଉଁଥିପାଇଁ ଏହି ରାଜଯେଗ ଗଠନ ହେବାକୁ ଯାଉଛି। କହିରଖୁଛୁ ଯେ ଏହି ସମୟରେ ବୃହସ୍ପତି ବୃଷରେ ଅବସ୍ଥିତ। ଏପରି ପରିସ୍ଥିତିରେ ଆସନ୍ତା ୧୬ ନଭେମ୍ବରରେ ଚନ୍ଦ୍ର ମଧ୍ୟ ଏହି ରାଶିରକୁ ପ୍ରବେଶ କରିବେ, ଯେଉଁଥିପାଇଁ ଗଜକେଶରୀ ରାଜଯୋଗା ସୃଷ୍ଟି ହେବ। ଏହି ରାଜଯୋଗ କିଛି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ କରିପାରେ। ତେବେ ଜାଣନ୍ତୁ ବୃହସ୍ପତି ଏବଂ ଚନ୍ଦ୍ରର ମିଳନ ଦ୍ୱାରା ଗଠିତ ଗଜକେଶରୀ ଯୋଗ କେଉଁ ସବୁ ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିବ।
Nov 14,2024, 15:14 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.