RPSF Constable Reena: ନୂଆଦିଲ୍ଲୀ ରେଳ ଷ୍ଟେସନରେ ନିକଟରେ ଘଟିଥିବା ଦଳାଚକଟା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଉଥିବା ବେଳେ, ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ (RPSF)ର କନଷ୍ଟେବଳ ରୀନା କର୍ତ୍ତବ୍ୟ ଏବଂ ମାତୃତ୍ୱର ମିଳିତ ଭୂମିକାର ପ୍ରତୀକ ଭାବରେ ଉଭା ହୋଇଛନ୍ତି। ତାଙ୍କ ୟୁନିଫର୍ମରେ ସେ କେବଳ ଗୋଟିଏ ହାତରେ ବାଡ଼ି ଧରି ନାହାନ୍ତି ବରଂ ତାଙ୍କ ଛାତିରେ ଶାନ୍ତିରେ ଶୋଇଥିବା ତାଙ୍କର ଏକ ବର୍ଷର ଶିଶୁକୁ ମଧ୍ୟ ରଖିଛନ୍ତି। କନଷ୍ଟେବଳ ରୀନା ଯେପରି ମମତା ଏବଂ କର୍ତ୍ତବ୍ୟ ଉଭୟକୁ ଏକାଠି ତୁଲାଉଛନ୍ତି ତାହା ଦେଖି ସମସ୍ତେ କହୁଛନ୍ତି ମା ତୁଝେ ସଲାମ!
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.