Advertisement

KIIT University

alt
Feb 20,2025, 14:06 PM IST
alt
କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି। ଏହି ମାମଲାରେ ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ଏଥିରେ କିଟ୍‌ର ୩ ଜଣ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ସେପଟେ କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ‌ଏହି ଖବର ନେପାଳରେ ମଧ୍ୟ ପହଞ୍ଚିଛି। ଏହାରି ମଧ୍ୟରେ ଆଉ ଏକ ନୂଆ ଖୁଲାସା ହୋଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ କ୍ରମେ ସେଦିନ କଲେଜ୍ ରେ ଥିଲା କିଟ୍ ଫେଷ୍ଟ ୮.୦ । ଆଉ ଏଥିରେ ଯୋଗ ଦେବାକୁ ଆସିଥିଲେ ଅନେକ ବଲିଉଡ ସିଙ୍ଗର...ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ସମସ୍ତ ଛାତ୍ରଛାତ୍ରୀ ସେଠାରେ ଥିବାବେଳେ ନେପାଳୀ ଛାତ
Feb 18,2025, 20:56 PM IST

Trending news