Video: ଏହି ଯୁବକଙ୍କ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣକ ଯୁବତୀଙ୍କୁ ଧରି ଉଚ୍ଚ ସ୍ଥାନରୁ ପାଣି ଭିତରକୁ ଡେଉଁଛନ୍ତି । ଏହା ଖୁବ ବିପଜ୍ଜନକ କାର୍ଯ୍ୟ ହୋଇଥିଲେ ମଧ୍ୟ ନିର୍ଭୟରେ ଯୁବକ ଏପରି କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ବ୍ୟବହାରକାରି ମଧ୍ୟ ଏହି ଦୃଶ୍ୟକୁ ଦେଖି ବିଭିନ୍ନ ପ୍ରକାରର ମିଶ୍ରିତ ମତାମତ ଦେଇଛନ୍ତି । କେହି କେହି ଏପରି କାର୍ଯ୍ୟକୁ ନାପସନ୍ଦ କରିଥିବା ସମୟରେ ଆଉ କିଛି ଏହାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ସେହିପରି କିଛି ବ୍ୟକ୍ତି କହିଛନ୍ତି ଯେ, ରିଲ୍ସ ପାଇଁ ହୁଏତ ଏପରି କରାଯାଇଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.