Video: ଯାତ୍ରା ମଞ୍ଚରୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଦର୍ଶକଙ୍କୁ ଏହି ମେଲୋଡି କାର୍ଯ୍ୟକ୍ରମ ଖୁବ ପସନ୍ଦ ଆସିଛି । ମଞ୍ଚର ଝିଲମିଲ ଆଲୁଅରେ ନୃତ୍ୟଶିଳ୍ପୀମାନେ ନିଜର ପାରଦର୍ଶିତା ଦେଖାଇଛନ୍ତି । ଏକ ବିଶାଳ ଶିବଲିଙ୍ଗ ଉପରେ ଉପରୁ ଜଳାଭିଷେକ ହେଉଛି । ଏହି ଭିଡିଓଟି ଭାଇରାଲ ହେବା ପରେ ଯାତ୍ରାପ୍ରେମୀ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ନୃତ୍ୟଶିଳ୍ପୀଙ୍କୁ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.