Viral Video: କିଛି ସାଙ୍ଗମାନେ ଏକ ଜଙ୍ଗଲିଆ ସ୍ଥାନରେ ଏକଜୁଟ ହୋଇଥିଲେ ଭୋଜି ପାଇଁ । ସେଠାରେ ନୃତ୍ୟ ଗୀତର ବ୍ୟବସ୍ଥା ମଧ୍ୟ ହୋଇଥିଲା । ତେବେ ଯୁବକମାନେ ନୃତ୍ୟ ପରିବେଷଣ କରିବା ସମୟରେ ପାଖକୁ ଆସିଥିଲା ଏକ କୁକୁର । ଆଉ କିଛି ଯୁବକ ଭିନ୍ନ ଶୈଳୀରେ କୁକୁର ସହ ନୃତ୍ୟ ପରିବେଷଣ କରିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.