Human Sagar Wife Video: ପୁଣି ଚର୍ଚ୍ଚାରେ ଗାୟକ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା, ଭାଇରାଲ ହେଲା ଭିଡିଓ । ୨୦୨୩ ରେ ପାରିବାରିକ ବିବାଦକୁ ନେଇ ମୁହାଁମୁହିଁ ହୋଇଥିଲେ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର । ହେଲେ ଏହାପରେ ଥାନାରେ ବୁଝାସୁଝା ପରେ ସବୁ କିଛି ଠିକ୍ ଥିଲା। ହେଲେ ଗତ କିଛି ଦିନ ହେଲା ୨ଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଏକ କଲେଜ ର ହୋଇଥିବା ବେଳେ ଅନ୍ୟଟି ଘରର ବାରଣ୍ଡାର ବୋଲି କୁହାଯାଉଛି । ତେଣୁ କେଉଁ ବାବଦରେ ହ୍ୟୁମାନ ସାଗରଙ୍କ ପତ୍ନୀ ଓ କିଛି ମହିଳାଙ୍କ ଭିତରେ ଯୁକ୍ତିତର୍କ ସହ ମାରପିଟ୍ ଚାଲିଛି ତାହା ଏବେ ଯାଏଁ ଜଣାପଡିନି।
Also See Video: ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର...ଭାଇରାଲ ହେଲା ଭିଡିଓ
Also See Video: ପୁଣିଥରେ ରିସୁଟ୍ ହେଲା ଛି ଛିରେ ନନୀ ଗୀତ, ଦେଖନ୍ତୁ ଭିଡିଓ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.