Viral Video: ପୁଷ୍ପା 2 ରିଲିଜ ହେବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ତା ଗୀତ ଗୁଡିକ ଏବେ ବି ଟ୍ରେଣ୍ଡିଂରେ ରହିଛି । ବିଶେଷ କରି ଯାତ୍ରା ମଞ୍ଚରେ ପୁଷ୍ପା ଗୀତରେ ଧୁମ ଧଡାକ ମେଲୋଡି ପରିବେଷଣ କରାଯାଉଛି । ଏହି ଭିଡିଓଟି ଯାତ୍ରା ମଞ୍ଚରୁ ଭାଇରାଲ ହୋଇଛି । ଜଣେ ଦର୍ଶକ ଏହି ରେକର୍ଡ ଡ୍ୟାନ୍ସକୁ ନିଜ ମୋବାଇଲ୍ ରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.