Advertisement
Videos Details/odisha/zeeodisha2631190
Video ThumbnailPlay icon

Weather Report: ଦିନ ୧୧ଟାରୁ ଟାଇଁ ଟାଇଁ ଖରା, ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଛି ପାରା

ମାଘରେ ବାଘ ଖରା । ଦିନ ୧୧ଟାରୁ ଟାଇଁ ଟାଇଁ ଖରା। ଉପାନ୍ତରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ ସବୁଠି ତାତି । ଜାନୁଆରୀରେ କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଖରା । ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । ଗତ ୪ବର୍ଷ ପରେ ଭୁବନେଶ୍ବରରେ ଫେବୃଆରୀ ପ୍ରଥମ ସପ୍ତାହରେ ସର୍ବୋଚ୍ଚ ତାତି । ଚଳିତବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଛି ପାରଦ । ୨୦୨୪ ମସିହା ଜାନୁଆରୀ ୩୧ ତାରିଖରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ୨୦୨୩ ମସିହା ଫେବୃଆରୀ ୧ରେ ୩୨.୩ ଡିଗ୍ରୀ ଓ ୨୦୨୨ ମସିହା ଫେବୃଆରୀ ୨ ତାରିଖରେ ୩୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।
BJD Politician: ବିଜେଡି ନେତ୍ରୀ ଏଲିନାଙ୍କର ୨୬ ସେକେଣ୍ଡର ଭିଡିଓ ଭାଇରାଲ
Play icon00:28
Video: ଚର୍ଚ୍ଚିତ ୟୁଟୁବର ରୂପା-ପିଣ୍ଟୁଙ୍କ ଭିଡିଓ କାଶ୍ମୀରରୁ ଭାଇରାଲ୍
Play icon00:19
Human Sagar Wife Video: ପୁଣି ଚର୍ଚ୍ଚାରେ ଗାୟକ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା, ଭାଇରାଲ ହେଲା ଭିଡିଓ
Play icon01:20
Video: ଜଙ୍ଗଲିଆ ରାସ୍ତାରେ କୁକୁର ସହ ଏମିତି ହରକତ କଲେ ଯୁବକ, ଭିଡିଓ ଭାଇରାଲ୍
Play icon00:23
Video: ଶୂନଶାନ ରାସ୍ତାରେ ଓଡ଼ିଆ ଅଭିନେତ୍ରୀଙ୍କ ହରକତ, ୧୭ ସେକେଣ୍ଡର ଭିଡିଓ ଭାଇରାଲ
Play icon00:17
Actress Debjani Video: ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର...ଭାଇରାଲ ହେଲା ଭିଡିଓ
Play icon00:50
Video: ଭାଇରାଲ ଗର୍ଲ ଗାର୍ଗୀଙ୍କ ଏହି ଭିଡିଓ ଥରେ ଦେଖନ୍ତୁ
Play icon00:41
Chhi Chhi Re Nani: ପୁଣିଥରେ ରିସୁଟ୍ ହେଲା ଛି ଛିରେ ନନୀ ଗୀତ, ଦେଖନ୍ତୁ ଭିଡିଓ
Play icon01:38
Weather Report: ଦିନ ୧୧ଟାରୁ ଟାଇଁ ଟାଇଁ ଖରା, ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଛି ପାରା
Play icon03:47
Video: ଯାତ୍ରା ତମ୍ୱୁ ତଳୁ ଭାଇରାଲ ହେଲା ଡ୍ୟାନ୍ସରଙ୍କ ଭିଡିଓ
Play icon00:57
Asima Panda viral Video: ସରସ୍ୱତୀ ପୂଜାରେ ଭାଇରାଲ ହେଲା ଅସୀମାଙ୍କ ଭିଡିଓ
Play icon00:07
Video: ଅଭିନେତା ଶ୍ରୀତମ ଦାସଙ୍କ ଝିଅଙ୍କ ଭିଡିଓ ହେଉଛି ଭାଇରାଲ୍
Play icon00:30
Sambhabana Mohanty Video: ବେଡରୁମରୁ ଭାଇରାଲ ହେଲା ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନା ମହାନ୍ତିଙ୍କ ଭିଡିଓ
Play icon01:23
Weather Report: ରାଜ୍ୟରେ ଉପରମୁହାଁ ପାରଦ, ପାରା ଟପିଲାଣି ୩୫ ଡିଗ୍ରୀ
Play icon04:08
Video: ଗଛ ଉପରେ ଚଢି ଯୁବତୀ କରୁଥିଲେ ଏମିତି ହରକତ, ଭିଡିଓ ଭାଇରାଲ
Play icon00:37
Viral Video: ନିଛାଟିଆ ଜଙ୍ଗଲିଆ ଅଞ୍ଚଳରୁ ପୁଣି ଥରେ କଲେଜ ଛାତ୍ରୀଙ୍କର ୩୦ ସେକେଣ୍ଡର ଭିଡିଓ ଭାଇରାଲ
Play icon00:30
ଭଲ ଚାକିରି ଖୋଜୁଥିଲେ। ଭଲ ଝିଅକୁ ବାହା ହେବାକୁ ସ୍ୱପ୍ନ ଦେଖିଥିଲେ ମୁଖ୍ୟମନ୍ତ୍ରୀ। ନିଜ ସ୍ୱପ୍ନ ସମ୍ପର୍କରେ ଶୁଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Play icon00:43
Viral Video: ଡକ୍ଟରେଟ ହାସଲ ପରେ ଭାଇରାଲ ହେଉଛି ଅସୀମାଙ୍କ ଏହି ଭିଡିଓ
Play icon00:24
Video: ସୋସିଆଲ ମିଡିଆରେ ଭାଇରାଲ୍ ହେଲା କମେଡି ଗାର୍ଲ ରାନିଙ୍କ ଆଉ ଏକ ସୁମଧୁର ଗୀତ
Play icon00:32
Video: ଶୁଣ୍ଢରେ ପିଲାକୁ ଉଠାଇନେଲା ହାତୀ, ଆଉ ତାପରେ... ଦେଖନ୍ତୁ ଭିଡିଓ
Play icon00:18
Video: ହାସ୍ୟ ଅଭିନେତା ଗୁଡୁଙ୍କ ସହ ସୁନ୍ଦରୀ ଯୁବତୀ, ଭିଡିଓ ଭାଇରାଲ୍
Play icon00:33
Viral Video: କାମିକା ମାଙ୍କଡ! ଟାୱେଲକୁ ଭାଙ୍ଗ କରି ରଖୁଛି, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ଯ
Play icon00:19
ମହାକୁମ୍ଭ ମୋନାଲିସା କଲେ ବୋଲ୍ଡ ଡ୍ୟାନ୍ସ ! ଭିଡିଓ ଭାଇରାଲ୍
Play icon00:24
Video: ଦୁବାଇରୁ ଭାଇରାଲ ହେଲା ଡୋଲି ଚା'ବାଲାଙ୍କ ଭିଡିଓ
Play icon00:15
Weather Report: ଫେବୃଆରୀରେ ହେବ ସାଙ୍ଘାତିକ ଗରମ, ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିବ ପାରା
Play icon03:38
Video: ଛି ଛି ଛି ରେ ନନୀ ତାଳରେ ବାଜିଲା ଦୁଲଦୁଲି, ଭିଡିଓ ଭାଇରାଲ୍
Play icon00:37
Varsha Priyadarshini Video: ଅଭିନେତା ଜୟଜିତ ଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ବର୍ଷାଙ୍କ ଭିଡିଓ
Play icon01:09
Udit Narayan Video: ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ କରିଦେଲେ ଉଦିତ୍ ନାରାୟଣ, ଭିଡିଓ ଭାଇରାଲ
Play icon00:49
Ira Mohanty Video: ମଞ୍ଚ ଦୁଲୁକାଇଲେ ଗାୟିକା ଇରା ମହାନ୍ତି, ଦର୍ଶକ ଶୁଣିଲେ ବାବୁ ଆଇଲଭ ୟୁ ଗୀତ
Play icon01:23
Viral Dance: ଆଣ୍ଟି ନମ୍ବର-1! ରାପ୍ ସଙ୍ଗରେ ମହିଳା କେଲ ଜବରଦସ୍ତ ଡ୍ୟାନ୍ସ, ସୋସିଆଲ ମିଡିଆରେ ଲଗାଇଛି ନିଆଁ!
Play icon01:22