Viral video: ଅଭିନେତା ମନୋଜ ମିଶ୍ର। ନିକଟରେ ସେ ଅଭିନେତ୍ରୀ ମମତା ନନ୍ଦଙ୍କୁ ଦ୍ବିତୀୟ ବିବାହ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ତେବେ, ଏହାରି ଭିତରେ ତାଙ୍କର ପ୍ରଥମ ପତ୍ନୀଙ୍କ ମାନା ମିଶ୍ରଙ୍କ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...