Viral Video: ଅଭିନେତ୍ରୀ ଦେବୀକା ଅରୁନ୍ଧତୀ ନିଜ ନୃତ୍ୟ ଏବଂ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ଦେବୀକା ଅଭିନୟ ବ୍ୟତୀତ ସୋସିଆଲ ମିଡିଆରେ ରିଲ୍ସ ସେୟାର କରି ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ନିକଟରେ ଏକ ଶୂନଶାନ ରାସ୍ତାରେ ଏହି ରିଲ୍ସଟି ସୁଟ୍ କରିଛନ୍ତି ଦେବୀକା । ଭିଡିଓଟି ଧିରେ ଧିରେ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.