Video: ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପାଇଁ ଯୁବପିଢୀଙ୍କୁ ଘାରିଛି ନିଶା । ଟିକେ ଭିନ୍ନ ରିଲ୍ସ ସୁଟିଂ କରିବାକୁ ଯୁବପିଢୀ ବିପଦକୁ ଆମନ୍ତ୍ରଣ କରିବାକୁ ମଧ୍ୟ ପଛାଉନାହାନ୍ତି । ଅନେକ ସମୟରେ ବିପଜ୍ଜନକ କାର୍ଯ୍ୟ ଦୁର୍ଘଟଣାର କାରଣ ସାଜିବା ସହ ଜୀବନ ମଧ୍ୟ ଯାଉଛି । ତଥାବି ଏ ଅଭ୍ୟାସ ଛାଡୁନାହାନ୍ତି କିଛି ଯୁବକ ଯୁବତୀ । ଦେଖନ୍ତୁ ରିଲ୍ସ ସୁଟ୍ ପାଇଁ କିପରି ଏକ ପତଳା ଗଛ ଉପରେ ଚଢି ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.