Video: ପୁରୁଣା ଗୀତ 'ଛି ଛି ଛି ରେ ନନୀ' ଟ୍ରେଣ୍ଡିଂକୁ ଆସିବା ପରେ ବର୍ତ୍ତମାନ ତାହାକୁ ନେଇ ଚାଲିଛି ଏକ୍ସପେରିମେଣ୍ଟ । ସେହି ସୁରରେ କିଛି ନୂଆ ଗୀତ ମଧ୍ୟ ଡବିଂ କରାଯାଇଛି । ଯାହା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳୁଛି । ବାହାଘର ପ୍ରସେଶନ ହେଉ ଅବା ମେଢ ଭଷାଣୀ ସବୁଠି ଏବେ ତାଳରେ ତାଳ ମିଶାଇ ନୃତ୍ୟ ପରିବେଷଣ କରାଯାଉଛି । ସୋସିଆଲ ମିଡିଆରେ ମଧ୍ୟ ହଜାର ହଜାର ସଂଖ୍ୟାରେ ରିଲ୍ସ ସାମ୍ନାକୁ ଆସୁଛି । ତେବେ ଏହି ମଜାକୁ ଡବଲ କରିଛି ସମ୍ୱଲପୁରର ଦୁଲଦୁଲି ବାଜା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଛି ଛି ଛି ରେ ନନୀ ତାଳରେ ଦୁଲଦୁଲି ବଜାଯାଉଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.