Viral Video: ଓଡିଆ ଯାତ୍ରା ଜଗତ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ନିକଟରେ ସାହୁ ଭାଉଜ ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ସେ ବିବାଦ ଘେରରେ ଥିଲେ। ତେବେ, ଏହାରି ଭିତରେ ଆଉ ଜଣେ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଭିଡିଓ ମଂଚ ପଛପଟୁ ଭାଇରାଲ୍ ହୋଇଛି । ଦେଖନ୍ତୁ...
ALSO READ: Viral Video: ଖଣ୍ତଗିରି ଗଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା, ବିରୋଧିଙ୍କୁ ଦେଲେ ଏମିତି ଝଟକା
ALSO READ: Viral Video: ବେଡରୁମ୍ ରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.