Odia Actress Maina: ଭାଇରାଲ ହେଲା ମୋ ଦେହରେ ଓଢଣୀ ପଡିଛି ନୂଆ ନୂଆ ଗୀତର ହିରୋଇନ୍ ଙ୍କ ଭିଡିଓ । ୯୦ ଦଶକରେ ବେଶ୍ ଭାଇରାଲ ହୋଇଥିଲା ଓଡ଼ିଆ ଆଲବମ୍ ମୋ ଦେହରେ ଓଢଣୀ ପଡିଛି ନୂଆ ନୂଆ ଗୀତ । ସେତେବେଳେ ଏହି ଗୀତ ବେଶ୍ ଚର୍ଚ୍ଚାରେ ରହିଥିଲା। ଏଥିରେ ଅଭିନୟ କରିଥିଲେ ଓଡ଼ିଆ ଚକୋଲେଟ୍ ବୟ ବୁଲୁଙ୍କ ସହ ବେଙ୍ଗଲୀ ଅଭିନେତ୍ରୀ ମଇନା ମୂଖାର୍ଜି । ତେବେ ଓଡିଆ ଆଲବମ ରେ ଅଭିନୟ କରିଥିବା ମଇନା ଏବେ କଣ କରୁଛନ୍ତି । ସେ ନିଜେ ଏକ ଭିଡିଓ ସେୟାର କରିଛନ୍ତି।
Also Read: Valentines Day Love Horoscope: ଫେବୃଆରୀ ୧୪ ପରଠୁ ଏହିସବୁ ରାଶିର ପ୍ରେମୀଯୁଗଳଙ୍କ ପାଇଁ ଖୁସିର ଖବର
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.