Viral Video: ଖଣ୍ତଗିରିରେ ଆରମ୍ଭ ହୋଇଛି ମାଘ ମେଳା। ଲୋକଙ୍କ ମନରଂଜନ ପାଇଁ ଯାତ୍ରା ବି ପଡିଛି। କିନ୍ତୁ ଏଥର ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ବିରୋଧ କରୋଧ କରାଯାଇଛି। ଅଶ୍ଲୀଳ ନୃତ୍ୟ ହେଲେ ଆଇଟମ୍ ଡାନ୍ସରଙ୍କୁ ଠେଙ୍ଗାରେ ମାଡ଼ ହେବ ବୋଲି କୁହାଯାଇଛି। କିନ୍ତୁ, ବିରୋଧିଙ୍କ ତୋଡକୁ ନ ଡରି ଅଭିନେତ୍ରୀ ନିଶା ମହାରଣା ମଞ୍ଚ ଖଣ୍ତଗିରିରେ ପହଂଚିଛନ୍ତି। ଦେଖନ୍ତୁ ଏହି ଭିଡିଓ..
ALSO READ: Viral Video: ବେଡରୁମ୍ ରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ
ALSO READ: କୁମ୍ଭ ମେଳାରୁ ଭାଇରାଲ୍ ହେଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ, ଦେଖନ୍ତୁ...
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.