Viral Video: ଓଡିଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା। ଏକାଧିକ ଓଡିଆ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳେ। ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଶିବାନୀ ଆଜି ଓଲିଉଡର ଜଣେ ଆଗଧାଢିରେ ନାୟିକା। ତେବେ, ଏ-ହାରି ଭିତରେ ଆଉ ସେ ଧର୍ମ ବଦଳାଇଥିବା ନେଇ ଚର୍ଚ୍ଚା ହେଉଛି। ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।..