Advertisement

October lucky zodiac signs

alt
Gaj Kesari Rajyoga in Diwali 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ଧନୁ ରାଶିରେ ବିରାଜମାନ ଥିବା ବେଳେ ଅକ୍ଟୋବର ୩୧ ତାରିଖ ଦିନ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଚନ୍ଦ୍ର ବିରାଜମାନ ଅଛନ୍ତି। ଦୀପାବଳିରେ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳିନ ଶୁଭଯୋଗ ବା ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ଚନ୍ଦ୍ର ଓ ଦେବଗୁରୁ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନ ଐଶ୍ବର୍ଯ୍ୟ ପ୍ରାପ୍ତ କରିବା ସହିତ ସୁଖି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଗଜକେଶରୀ ରାଜଯୋଗ ପ୍ରଭାବରୁ କେଉଁ ରାଶିଙ୍କ ଭାଗ୍ୟ ଦୀପାବଳିରେ ଚମକାଇବାକୁ ଯାଉଛି...
Oct 19,2024, 7:31 AM IST
alt
Oct 3,2024, 11:37 AM IST
alt
Guru Shani Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ଶନି ମହାରାଜ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଅକ୍ଟୋବର ୫ ତାରିଖ ସକାଳ ୮ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ଶନିଙ୍କ ମିଳିନ ଗୁରୁ-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଦେବଗୁରୁଙ୍କୁ   ଜ୍ଞାନ, ସନ୍ତାନ, ଧନ,ପୁଣ୍ୟ ଓ ଦାନର କାରକ ବୋଲି ବିବେଚନା କରାଯାଉଥିବା ବେଳେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଏହି ୨ ଗ୍ରହଙ୍କ ସ୍ଥିତି ଜାତକ ବା ରାଶି ମଜବୁତ୍ ରହିଲେ ବ୍ୟକ୍ତି ଧନୀ ହେବା ସହ ନିଜ ଜୀବନରେ ସମସ୍ତ ସୁଖ ସମୃଦ୍ଧି ଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା ଶନି-ବୃହସ୍ପତି କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି।  
Sep 20,2024, 7:37 AM IST
alt
Surya Nakshatra Parivartan 2024 Horoscope: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନେ ସମୟ ସମୟରେ ଗୋଚର କରନ୍ତି ଓ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ କରନ୍ତି। ଏହା ବ୍ୟତୀତ ଗ୍ରହ ମାନେ ଏକ ନକ୍ଷତ୍ରରେ ଏକ ସଂଯୋଗ ମଧ୍ୟ ଗଠନ କରନ୍ତି। ଯାହାର ପ୍ରଭାବ ମାନବ ଜୀବନ ଓ ଦେଶ ତଥା ବିଶ୍ୱ ଉପରେ ଦୃଶ୍ୟମାନ ହୁଏ। କହିରଖୁଛୁ ଯେ ସୂର୍ଯ୍ୟ ୩୦ ସେପ୍ଟେମ୍ବରରେ ଶୁକ୍ର ପୂର୍ବା ଫାଲ୍ଗୁନି ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି, ଯେଉଁଠାରେ ଶୁକ୍ର ପୂର୍ବରୁ ଉପସ୍ଥିତ ଅଛନ୍ତି। ପ୍ରାୟ ୧୦୦ ବର୍ଷ ପରେ ପୂର୍ବ ଫାଲ୍ଗୁନି ନକ୍ଷତ୍ରରେ ଏହି ସଂଯୋଗ ସୃଷ୍ଟି ହେଉଛି। ଯେଉଁଥିପାଇଁ କିଛି ରାଶିର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ। ଏହା ସମେତ ଏହି ରାଶିମାନଙ୍କର ମଧ୍ୟ ଧନରେ ବିପୁଳ ବୃଦ୍ଧି ହୋଇପାରେ। ତେବେ ଜାଣନ୍ତୁ ସୂର୍ଯ୍ୟଙ୍କ ନକ୍ଷତ୍ର ପିରିବର୍ତ୍ତନ କେଉଁ ସବୁ ରାଶିଙ୍କୁ ଭାଗ୍ୟଶାଳୀ କରିବାକୁ ଯାଉଛି।
Sep 14,2024, 22:46 PM IST
alt
Oct 2,2022, 8:27 AM IST

Trending news