Rani panda Viral Video: ପୁଣି ଚର୍ଚ୍ଚାରେ ରାଣୀ ପଣ୍ତା। ଖଣ୍ତଗିରି ପଡିଛି ମାଘ ମେଳା। ଆଉ ଏହି ମେଳାରେ ବିଶେଷକରି, ରାଣୀ ପଣ୍ତାଙ୍କ ଅଭିନୀତ ନାଟକ ଦେଖିବାକୁ ଲାଗିଛି ଦର୍ଶକଙ୍କ ଭିଡ। ଏନେଇ ରାଣୀ ଦର୍ଶକଙ୍କ ପାଇଁ କରିଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା । ପ୍ରାୟ ୧୦ ହଜାର ଲୋକଙ୍କୁ ଅରୁଆ ଭାତ ସହ ମଟନ ଖାଇବାକୁ ଦେଇଛନ୍ତି ସେ। ଯାହାର ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି...
ALSO READ: Viral Video: ଧର୍ମ ବଦଳାଇଲେ କି ଓଡି଼ଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା , ଭାଇରାଲ୍ ହେଉଛି ଏହି ଭିଡିଓ
ALSO READ: ବିବାହ ବନ୍ଧନରେ ବାନ୍ଧି ହେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା ! ଭିଡିଓ ଭାଇରାଲ୍
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.