Video: ଯାତ୍ରା ରଙ୍ଗମହଲ ଫେବୃଆରୀ ୧୨ ରୁ ୧୬ ପର୍ଯ୍ୟନ୍ତ ଖଣ୍ଡଗିରିରେ ଯାତ୍ରା ପରିବେଷଣ କରିବ । ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ରଙ୍ଗମହଲ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ତା ପୂର୍ବରୁ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ରଙ୍ଗମହଲର ନୃତ୍ୟଶିଳ୍ପୀମାନେ ମଞ୍ଚରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.