Advertisement
Videos Details/odisha/zeeodisha2067379
Video ThumbnailPlay icon

Elephant Entered City: ବାରିପଦା MKC ହାଇସ୍କୁଲ ସହ ସହର ଭିତରେ ପଶିଲା ଦନ୍ତା ହାତୀ

ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ସହର ମଝିରେ ଥିବା ଏମ.କେ.ସି ହାଇସ୍କୁଲ ପରିସର ରେ ପଶିଛି ହାତୀଟି । ଭୋରରୁ ସ୍କୁଲର ମୂଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ଯାଇଛି ଖବର ପାଇ ବନ ବିଭାଗର ଏକ ଟିମ ହାତୀଟିକୁ ସେଠାରୁ କାଢି ପୁଣି ଜଙ୍ଗଲ ରେ ଛାଡିବାର ପ୍ରୟାସ ଜାରି ରଖିଛି । ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇ ନାହିଁ । ସ୍କୁଲର ବାହାରେ ଅନେକ ଲୋକ ଙ୍କ ଭିଡ ଥିବାରୁ ହାତୀଟିକୁ ସିଧା ସଳଖ ଘୋଉଡାଇବା ମଧ୍ୟ ବିପଜ୍ଜନକ ହେଉଛି । ତେବେ ନିଶ୍ଚେତକ ଦେଇ ହାତୀକୁ ଅଚେତ କରି ଉଦ୍ଧାର କରାଯିବାର ପ୍ରୟାସ ମଧ୍ୟ କରୁଛି ବନ ବିଭାଗ। ପୋଲିସ ଓ ବନ ବିଭାଗର ଅଧିକାରୀ ମାନେ ହାତୀ ଉପରେ ନଜର ରଖିଛନ୍ତି।
Video: ସେଟରେ ଏମିତି ଚାଲିଛି ରୋମାଣ୍ଟିକ୍ ସିନର ସୁଟିଂ, ଭିଡିଓ ଭାଇରାଲ୍
Play icon00:32
Video: ଛାତ ଉପରୁ ଭାଇରାଲ ହେଲା ସ୍କୁଲ୍ ଝିଅ ଭିଡିଓ
Play icon00:29
Riya Dey: କାହାର ନିର୍ବନ୍ଧରେ ଯାଇ ସ୍ୱାମୀଙ୍କ ସହ ଠୁମକା ଲଗାଇଲେ ରିୟା ଦେ
Play icon01:00
Sahoo Bhauja Video: ପୁଣିଥରେ ଚର୍ଚ୍ଚାରେ ସାହୁ ଭାଉଜ, ଖୁଲମଖୁଲା କଲେ ରୋମାନ୍ସ
Play icon00:46
Video: ଯାତ୍ରା ମଞ୍ଚରୁ ଦର୍ଶକଙ୍କ କଥାର ଜବାବ ଦେଲେ ନିଶା ମହାରଣା, ଭିଡିଓ ଭାଇରାଲ୍
Play icon00:44
Cyclone Update: ମାଡ଼ି ଆସୁଛି ବାତ୍ୟା, ୨୩ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ପ୍ରବଳ ପବନ
Play icon03:28
Video: ମୁଣ୍ଡରୁ ରୁପି ଛଡାଇବେ କିପରି ? ଦେଖନ୍ତୁ ଭାଇରାଲ୍ ଭିଡିଓ
Play icon00:53
Viral Video: ସ୍ୱାମୀଙ୍କ ବେକରେ ଗୋଡ଼ ଦେଇ ଏପରି କରବା ଚୌଥ ପୂଜା କଲେ ପତ୍ନୀ! ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Play icon00:15
Attack CCTV: ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, CCTV ଫୁଟେଜ୍ ଭାଇରାଲ
Play icon01:58
Video: ବିଶାଳ କିଙ୍ଗ୍ କୋବ୍ରା ସହ ଖତରନାକ ଖେଳ, ଭିଡିଓ ଭାଇରାଲ୍
Play icon00:25
Karma Film: କର୍ମ ଚଳଚ୍ଚିତ୍ରର ସଫଳତା ପରେ, ଅଭିନେତା ଅନୁଭବ ମହାନ୍ତି ସେୟାର କଲେ ଏହି ଭିଡିଓ...
Play icon01:09
Lion Viral Video: ସିଂହ ମୁଁହରେ ହାତ ପୁରାଉଥିଲେ ପାକିସ୍ତାନୀ ୟୁଟ୍ୟୁବର, ଆଉ ତା'ପରେ
Play icon00:28
Prakruti Mishra: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ...
Play icon00:57
Aseema Panda: ମେଲୋଡି ମଞ୍ଚରୁ ଭାଇରାଲ ହେଲା ଅସୀମାଙ୍କ ଏହି ସୁନ୍ଦର ଭିଡିଓ
Play icon00:40
Cookies Swain: ହିଲଷ୍ଟେସନରୁ ଭାଇରାଲ ହେଲା ଅଭିନେତ୍ରୀ କୁକିଜ ସ୍ୱାଇଁଙ୍କ ଭିଡିଓ...
Play icon00:30
Video: ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ସହ ରାଜରାଜେଶ, ଭିଡିଓ ଭାଇରାଲ୍
Play icon00:38
IIT Bombay ରେ 'ମୁନି ବଦନାମ ହୁଇ' ଗୀତରେ ଡ୍ୟାନ୍ସ, ଭିଡିଓ ଦେଖି କ୍ରୋଧିତ ହେଉଛନ୍ତି ଲୋକେ!
Play icon00:20
Video: ଘୂର୍ଣ୍ଣିବଳୟର ଗତିବିଧି ନେଇ ସୂଚନା ଦେଲେ IMD DG
Play icon03:00
Video: 'ସାହୁ ଭାଉଜ' ଷ୍ଟେଜ୍ ଉପରେ ବଟଲ୍ ଖୋଲି ମଞ୍ଚ ତଳକୁ ଢାଳିଲେ, ଭିଡିଓ ଭାଇରାଲ
Play icon01:30
Video: ସୁଟିଂ ନଥିବା ସମୟରେ ଏହି କାମ କରୁଥିଲେ ଅଭିନେତା-ଅଭିନେତ୍ରୀ
Play icon01:00
Video: ଦେବୀଙ୍କ ମନ୍ଦିରରେ ବିଷଧର ସାପ, କ୍ଷୀରରେ କରୁଛନ୍ତି ସ୍ନାନ, ଦେଖନ୍ତୁ ଭିଡିଓ
Play icon00:42
Video: ଯାତ୍ରା ମଞ୍ଚରୁ ଦର୍ଶକଙ୍କ ମୋବାଇଲ୍ ନେଲେ 'ସାହୁ ଭାଉଜ'
Play icon01:05
Viral Video: ପୁଣି ଥରେ ଭାଇରାଲ ହେଲା ଯାତ୍ରା ମଞ୍ଚରେ ଏହି କଳାକାରଙ୍କ ଭିଡିଓ
Play icon00:31
Viral Video: ଯାତ୍ରା ମଞ୍ଚ ନୁହେଁ ନଦୀକୂଳରୁ ଭାଇରାଲ୍ ହେଲା ଓଡିଆ ଭାଉଜଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:29
Rani Panda: ବ୍ରେକ୍-ଅଫ୍ ପରେ କାହା ପାଇଁ ଏତେ ଖୁସିରେ ଅଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀପଣ୍ତା, ଭିଡିଓ ଭାଇରାଲ୍
Play icon00:38
viral Video: ଉପରେ ଚାଲିଗଲା ଦୃତଗାମୀ ଟ୍ରେନ, ତଥାପି ବଞ୍ଚିଗଲା ଜୀବନ; ଦେଖନ୍ତୁ ଏହି ରୋମାଞ୍ଚକ ଭିଡିଓ
Play icon00:30
ଅସୀମା ପଣ୍ଡାଙ୍କ ପରେ ଏହି କଣ୍ଠଶିଳ୍ପୀଙ୍କ ଭିଡିଓ ହେଲା ଭାଇରାଲ
Play icon01:03
Viral Video: ଦେଖନ୍ତୁ ସୁଇମିଙ୍ଗ୍-ପୁଲରେ କେମିତି ମସ୍ତି କରୁଛନ୍ତି ପୁରୀ ବୋହୂ? ଭାଇରାଲ୍ ହେଲା ଭିଡିଓ
Play icon00:36
Asima Panda Video: ନଦୀକୂଳରେ ଏମିତି କିଛି କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଭାଇରାଲ୍ ହେଲା ଭିଡିଓ
Play icon00:48
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41