Advertisement

Shocking video

alt
Feb 13,2025, 21:30 PM IST
alt
Shocking Video: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭର୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମୋହନା ଥାନା ଅନ୍ତର୍ଗତ ମଳାସପଦର ପଞ୍ଚାୟତ ରୁଝାଙ୍ଗି ଗ୍ରାମର ଲୋକନାଥ ଗମାଙ୍ଗ। ମିଳିଥିବା ସୂଚନା ଅନୁଯାୟୀ ଲୋକନାଥ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ କୈାଣସି ଦୂରାରୋଗ୍ୟ ରେ ପିଡିତ ଥିଲେ। ରୋଗରୁ ଭଲ ହେବା ପାଇଁ ପରିବାର ଲୋକେ ବିଭିନ୍ନ ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ଦେବା ଦେବୀକୁ ପୂଜା କରିବା ସହ ପାଞ୍ଚ ମାସ ଧରି ପ୍ରାର୍ଥନା କରିଆସୁଥିଲେ। ଏଥିପାଇଁ ସେ ହିନ୍ଦୁରୁ ଖ୍ରୀଷ୍ଟଧର୍ମକୁ ପରିବର୍ତ୍ତନ କରିଥିଲେ ତଥାପି ରୋଗ ଭଲ ନହେବାରୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଲୋକନାଥଙ୍କ ପରିବାର ଲୋକେ କହିଛନ୍ତି । 
Feb 13,2025, 13:22 PM IST
alt
Jan 21,2025, 17:06 PM IST
alt
Jan 18,2025, 16:33 PM IST
alt
Jan 12,2025, 16:36 PM IST
alt
Dec 30,2024, 16:39 PM IST
alt
Dec 24,2024, 21:03 PM IST
alt
Shocking Video: ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ଅଧିନସ୍ଥ କୁମ୍ଭାରଗନ୍ଧଣା ପଞ୍ଚାୟତ ର ହାରିଆମୁଣ୍ଡା ଗ୍ରାମ ର ସ୍ବାମୀ ସ୍ତ୍ରୀ ନିଜ ଗ୍ରାମ କୁ ଯାଉଥିବାବେଳେ ରାସ୍ତା ରେ ସ୍ବାମୀ ଙ୍କୁ ଗଛ ରେ ବାନ୍ଧି ସ୍ବାମୀ ସମ୍ମୁଖ ରେ ସ୍ତ୍ରୀ କୁ ହତ୍ୟା କରିଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ଵାମୀ ମହେନ୍ଦ୍ର ଖରା ( ୨୪) ର କହିବାନୁଯାୟୀ ସେ ସ୍ତ୍ରୀ ସାବି ଖରା (୨୧) ସହ ବାଇକ ରେ ନନ୍ଦପୁର ଆସିଥିଲେ ସୁଭଦ୍ରା ଯୋଜନା ଅନଲାଇନ୍ ଚେକ୍ କରିବା ପାଇଁ। ସେମାନେ ବାଇକ୍ ଦ୍ଵାରା ନିଜ ଗାଁ କୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ ଟା ବେଳେ ଖୁଡୁବି ଛକ ନିକଟ ରେ ଦୁହିଁଙ୍କୁ ୫ ଜଣ ଦୃର୍ବୃତ ମାନେ ଅଟକାଇ ଦୁହିଙ୍କୁ ମାଡ଼ ମାରି ଏକ ଗଛ ରେ ବାନ୍ଧି ଦେଇଥିଲେ। ସ୍ଵାମୀ ସମ୍ମୁଖରେ ସ୍ତ୍ରୀର ସୁନା ଗହଣା ଲୁଟି ନେବା ପରେ ସ
Nov 5,2024, 12:39 PM IST
alt
Oct 17,2024, 7:00 AM IST
View More

Trending news