Shocking Video: ଆଇନ ମନ୍ତ୍ରୀଙ୍କର ଉପସ୍ଥିତିରେ କଟକ ସଦର ବିଧାୟକଙ୍କ ସୁରକ୍ଷା କର୍ମୀ ଓ ଜଣେ ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ମାହାଙ୍ଗା ବିଧାୟକ। କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ଅଘଟଣ ଘଟିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।