Advertisement

Sambalpur News

alt
Odisha News: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀକୁ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମ ରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ପୋଲିସ ଶୁକ୍ରବାର ବାବାକୁ ଗିରଫ କରିଛି। ‌ଘଟଣା ଅନୁସାରେ ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଙ୍କ ଆଶ୍ରମ କୁ ଯାଇଥିଲେ। ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏକ ମାସ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ। ହେଲେ ଯୁବତୀଙ୍କ ଘର ଦୁରରେ ଥିବାରୁ ସେ ଆସିନଥିଲେ।
Dec 7,2024, 15:08 PM IST
alt
Odisha News: ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ। ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା। ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା।
Oct 20,2024, 8:54 AM IST
alt
ଆଜି ଦୁଇ ଟା ସୁଦ୍ଧା ୨୦ ଟା ଗେଟ ଦେଇ ହେବ ହୀରାକୁଦ ଜଳ ଭଣ୍ଡାର ର ଜଳ ନିଷ୍କାସନ | କୋଡିଏ ଟି ଗେଟ ଖୋଲିଲେ ତିନି ଲକ୍ଷ କିଉଷେକ ଜଳ ଆଗାମୀ ଛତିଶ ଘଣ୍ଟା ରେ ମୁଣ୍ଡଳୀ ରେ ପହଂଚିବ | ମୁଣ୍ଡଳୀ ରେ ଦୁଇ ଲକ୍ଷ କିଉଷେକ ଜଳ ଆସୁଥିବା ବେଳେ ହୀରାକୁଦ ରୁ ତିନି ଲକ୍ଷ ସହ ପାଞ୍ଚ ଲକ୍ଷ କିଉଷେକ ଜଳ ନିଷ୍କାସନ ହେଲେ ମଧ୍ୟ ବାତ୍ୟା ପାଇଁ କୌଣସି ଭୟ ନାହିଁ ବୋଲି ସୂଚନା ଦେଲେ ହୀରାକୁଦ ର ମୁଖ୍ୟ ଯନ୍ତ୍ରୀ |ଏବେ ଦିନ ଗୋଟାଏ ସୁଦ୍ଧା ହୀରାକୁଦ ଜଳଭଣ୍ଡାର କୁ ଉପର ମୁଣ୍ଡରୁ ଦୁଇ ଲକ୍ଷ ଛପନ ହଜାର ଶହେ ଏକ କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ଦୁଇ ଲକ୍ଷ ବାବନ ହଜାର ଆଠ ଶହ କିଉଷେକ ଜଳ ନିଷ୍କାସନ କରାଯାଉଛି | ଦର୍ଶକ ମଧ୍ୟ ଏଭଳି ଅନୁପମ ଦୃଶ୍ୟ ଦେଖି ଖୁସି ଅନୁଭବ କରୁଛନ୍ତି | ଏବେ ଚଉଦ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଦୁଇଟା ପ
Jul 28,2024, 15:52 PM IST
alt
ଜୀ ଓଡିଶା ର ପ୍ରଭାବ | ନିଲମ୍ବନ ହେଲେ ଜଟୁ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀ ଙ୍କର ଏକ ମାସର ଦରମା ବନ୍ଦ |ସୂଚନା ଥାଉ କି ଗତ ୧୮ ତାରିଖ ଜ଼ୀ ଓଡିଶା ରେ ଏହି ଖବର ସ୍ୱତନ୍ତ୍ର (ଏକ୍ସକ୍ଲୁସିଭ) ଭାବେ ପ୍ରସାରଣ ହୋଇଥିଲା | କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଗାଡ଼ିଆ ରେ ମଧ୍ୟାହ୍ନ ଭୋଜନ ଖାଇ ଥାଳି ଧୋଇବା ପାଇଁ ଯାଇଥିଲେ ସେଇ ଗାଡ଼ିଆ ରେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି | ସ୍କୁଲ ପରିସର ରେ ଛାତ୍ର ମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସର ର ୧୦୦ ମିଟର ବାହାରେ ଥିବା ଗାଡ଼ିଆ କୁ ଯିବା ଘଟଣା ରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ l ସ
Jul 23,2024, 13:13 PM IST
alt
ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଛି | ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି | ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି | ଆଜି ୭ଟି ଛୁଂଚିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି | ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲା | ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି | ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି | ଏହା ସହ ଅନ୍ଯ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି |
Jul 20,2024, 15:39 PM IST
alt
ଶେଷ ହୋଇଛି ନନ୍ଦପଡା ର ବଂ ବରାଡ଼ ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ | ସମ୍ବଲପୁର ନନ୍ଦପଡା ର ବାବା ବାଲୁଙ୍କେଶ୍ୱର ଙ୍କ ମନ୍ଦିର ରୁ ସପ୍ତ ଋଷି ଏକ ବିରାଟ ପଟୁଆର ରେ ବାହାରି କନ୍ୟା ଅନ୍ବେଷଣ ଆରମ୍ଭ କରିଥିଲେ | ଚାରିଦିଗ ରେ କନ୍ୟା ଅନ୍ବେଷଣ କାର୍ଯ୍ୟକ୍ରମ ଜାରି ରହିଥିଲା |ପରେ ସେମାନେ ସୂଚନା ପାଇଥିଲେ ଯେ ଚାରଭାଟି ର ସୁମନ୍ତ୍ର ପଣ୍ଡା ଓ ନିତିପ୍ରିୟା ଦେବୀ ଙ୍କର ଏକ ସୁଶୀଳ କନ୍ୟା ରହିଥିବା ଖବର ପାଇଁ ତାଙ୍କ ବାସଭବନ ରେ ବର ପିତା ଙ୍କ ସହ ପହଂଚି ଥିଲେ ସପ୍ତ ରୁଷି | ବାବା ଙ୍କର ଗୁଣ ଗାନ କରି ମାତା ପାର୍ବତୀ ଙ୍କର ହାତ ମାଗିଥିଲେ ଋଷି ଗଣ | କିନ୍ତୁ କନ୍ୟା ପିତା ପ୍ରଥମେ କହିଥିଲେ ଯେ ବାବା ହେଉଛନ୍ତି ସ୍ମଶାନ ବାସୀ ଝିଅଙ୍କୁ ନେଇ କେଉଁଠି ରଖିବେ | ଋଷି ଗଣ କହିଥିଲେ ଯେ ବାବା ଭୋଳାନାଥ ହ
Jun 7,2024, 16:13 PM IST
alt
ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯ
Apr 16,2024, 12:13 PM IST
alt
ସମ୍ବଲପୁର ର ସାମାଜିକ ଗଣମାଧ୍ୟମ ରେ ପ୍ରସନ୍ନ ଙ୍କୁ ବିରୋଧ | ଗୁରୁବାର ଦିନ ସନ୍ଧ୍ୟା ରେ ବିଜୁ ଜନତା ଦଳ ତରଫରୁ ସମ୍ବଲପୁର ବିଧାନସଭା ଟିକେଟ ଘୋଷଣା ହେବା ପରେ ବିରୋଧ ଦେଖିବାକୁ ମିଳିଛି | ସ୍ଥାନୀୟ ନେତା ଙ୍କୁ ଟିକେଟ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି | ସମ୍ବଲପୁର ଏକ ସଂସ୍କୃତି ସମ୍ପର୍ଣ୍ଣ ପୁରାତନ ସହର ଏଠାରେ କଣ ନେତା ନାହାନ୍ତି ସେଥିପାଇଁ ବାହାର ଜିଲ୍ଲା ରୁ ନେତା ଙ୍କୁ ସିଟ ଦିଆଯାଉଛି ବୋଲି ପ୍ରଶ୍ନ କରାଯାଇଛି | କୌଣସି ଆପତ୍ତି ଅଭିଯୋଗ ପାଇଁ ଆମକୁ ବରଗଡ଼ ଯିବାକୁ ପଡିବ, ତା ସହ ସେ ଅବିଭକ୍ତ ସମ୍ବଲପୁର ର ନାଗରିକ ଥିବା ବେଳେ ଅନ୍ୟ କଥା ଥିଲା | ଏବେ ସେ ବରଗଡ଼ ଜିଲ୍ଲା ର ଲୋକ | ତାଙ୍କୁ ତାଙ୍କ ସ୍ଥାନ ରେ ଟିକେଟ ଦିଅନ୍ତୁ ଏବଂ ସ୍ଥାନୀୟ ନେତୃତ୍ୱ କୁ ଗୁରୁତ୍ୱ ଦେଇ ଏଠାକାର ନେତା ଙ୍କୁ ସୁଯୋଗ ଦିଅନ୍ତୁ ବୋଲି ସା
Apr 13,2024, 18:52 PM IST
alt
Apr 13,2024, 12:39 PM IST
alt
ମାର୍ଚ୍ଚ ୧୮ ତାରିଖ ରେ ଜ଼ୀ ଓଡିଶା ନିୟୁଜ ର ଦୃଷ୍ଟିବାଧିତ ଙ୍କ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପ୍ରସାରଣ ହୋଇ ଥିବା କାର୍ଯ୍ୟକ୍ରମ କୁ ସ୍ୱୀକୃତି ଦେଲେ ଓଡିଶା ସରକାର |ସୋମବାର ଦିନ ଭୁବନେଶ୍ୱର ରେ ପ୍ରଦର୍ଶନ ହେବ ସ୍ମାର୍ଟ ଷ୍ଟିକ ଓ ସ୍ମାର୍ଟ ସେନ୍ସର | ଭୁବନେଶ୍ୱର ର ଭିନ୍ନକ୍ଷମ ସାମାଜିକ ସୁରକ୍ଷା ର ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ଏକ ଚିଠି ମାଧ୍ୟମ ରେ ଆଶିଷ ମାହାନା ଙ୍କୁ ତାଙ୍କର ଡିଭାଇସ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି | ସୋମବାର ଦିନ ଭୁବନେଶ୍ୱର ଠାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏହି ସ୍ମାର୍ଟ ଷ୍ଟିକ ଓ ସେନ୍ସର ପ୍ରଦର୍ଶନ କରିବେ ସମ୍ବଲପୁର ରଂପେଲା ଗାଁ ର ଯୁବ ବୈଜ୍ଞାନିକ ଆଶିଷ କୁମାର ମାହାନା | ସେ ସମ୍ବଲପୁର ରୁ ରବିବାର ରାତି ରେ ବାହାରି ସୋମବାର ଦିନ ଏହି ପ୍ରକଳ୍ପ ପ୍ରଦର
Apr 6,2024, 15:52 PM IST
alt
Mar 23,2024, 12:39 PM IST
alt
ଦୃଷ୍ଟିବାଧିତ ଙ୍କ ପାଇଁ ସ୍ମାର୍ଟ ଡିଭାଇସ ଉଇଥ GPS ଓ ମଲ୍ଟି ସେନ୍ସର ଡିଭାଇସ ତିଆରି କରି ଚର୍ଚ୍ଚା ରେ ଯୁବ ଇଞ୍ଜିନିଅର ଆଶିଷ ମହାନା | ସମ୍ବଲପୁର ରେଙ୍ଗାଲି ରଂପେଲା ରେ ଅବସ୍ଥାନ କରୁଥିବା ଆଶିଷ ଦୃଷ୍ଟି ବାଧିତ ଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ର ଦେଖି ସେ ଏଭଳି ଦୁଇଟି ଡିଭାଇସ ତିଆରି କରିଛନ୍ତି | ଯେଉଁଥିରେ କି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ନିଆଁ, ଇଲେକଟ୍ରିକ କରେଣ୍ଟ ପାଣି କୌଣସି ଯାନବାହାନ କିମ୍ବା ଗଛ ଇତ୍ୟାଦି ଆସିଲେ ଷ୍ଟିକ ସେନ୍ସର ଦ୍ୱାରା ତାଙ୍କୁ ଭାଇବ୍ରେସନ ସହ ଆଲାର୍ମ ବାଜିବ, ଯତଦ୍ୱାରା ସେ ସତର୍କ ହୋଇଯିବ |ଏଥିପାଇଁ ଏଭଳି ଦୁଇଟି ଡିଭାଇସ ତିଆରି କରିଥିବାରୁ ତାଙ୍କୁ ରାଜଗାଙ୍ଗପୁର ରେ ତାଙ୍କୁ ସମ୍ମାନିତ କରାଯାଇଛି | ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର
Mar 18,2024, 14:13 PM IST
View More

Trending news