Advertisement

Odisha Big News

alt
Feb 17,2025, 18:29 PM IST
alt
Odisha News: ଡାଇଲୋସିସ ର କଷ୍ଟ ସହି ନପାରି ମେଡିକାଲ ଛାତ ରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ।କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ କଣ୍ଟିପାଳ ଗାଁର ବିଜୟ ବେହେରା ନାମକ ଜଣେ କିଡ଼ନୀ ରୋଗୀ ଡାଇଲୋସିସ ହେଉଥିଲେ। ଦିନକୁ ଦିନ ପରିବାର ପରିସ୍ଥିତି ସହିତ ତାଙ୍କ ରୋଗର କଷ୍ଟ ଅସହନୀୟ ହୋଇଥିଲା। ଆଜି ସକାଳୁ ସେ ମେଡିକାଲ କୁ ଡାଇଲୋସିସ ହେବା ପାଇଁ ଆସିଥିଲେ। ସେହି ସମୟରେ ମେଡିକାଲ କର୍ମଚାରୀ କେହି ଆସି ନଥିବା ବେଳେ ନିଜ ପତ୍ନୀ କୁ ଜଳଖିଆ ଆଣିବାକୁ ପଠାଇ ନିଜେ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି।  
Feb 17,2025, 16:16 PM IST
alt
Dec 18,2024, 13:44 PM IST
alt
Odisha News: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀକୁ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମ ରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ପୋଲିସ ଶୁକ୍ରବାର ବାବାକୁ ଗିରଫ କରିଛି। ‌ଘଟଣା ଅନୁସାରେ ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଙ୍କ ଆଶ୍ରମ କୁ ଯାଇଥିଲେ। ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏକ ମାସ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ। ହେଲେ ଯୁବତୀଙ୍କ ଘର ଦୁରରେ ଥିବାରୁ ସେ ଆସିନଥିଲେ।
Dec 7,2024, 15:08 PM IST
alt
Nov 28,2024, 13:59 PM IST
alt
Nov 21,2024, 17:04 PM IST
alt
Viral Video: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେହୁର୍ଦ୍ଦା ସ୍ଥିତ ଭାରତୀୟ ଷ୍ଟେଡ଼ ବ୍ୟାଙ୍କରୁ ମାଆ ବାସନ୍ତୀ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ୭ ଲକ୍ଷ ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ ଏକ ଆପାଚି ବାଇକରେ ଆସି ଦୁଇ ଜଣ ଯୁବକ ରାସ୍ତାରେ ଟଙ୍କା ଲୁଟ ପାଇଁ ଉଦ୍ୟମ କରିଥିବା ବେଳେ ଯୁବକଙ୍କୁ ଧରିଲା ସ୍ଥାନୀୟ ଲୋକେ। ଘଟଣା ସ୍ଥଳକୁ ପୋଲିସ ପହଂଚି ଦୁଇ ଯୁବକକୁ କାବୁ କଲା। ଘଟଣାରୁ ପ୍ରକାଶ, ଆଜି ଦିନ ଦ୍ୱିପ୍ରହରରେ ବନବସାଣ ଗ୍ରାମର ମାଆ ବାସନ୍ତୀ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳା ମାନେ ସାତ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଅଜଣା ଯୁବକ ଆପାଚି ବାଇଇ ରେ ଆସି ଟଙ୍କା ବ୍ୟାଗକୁ ନେଇ ଚମ୍ପଟ ମରୁଥିଲା ବେଳେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ବାଇକ ସହ ଦୁଇ ଅଭିଯୁକ୍ତକୁ କାବୁ କରିବା ସହିତ ଉତ୍ତମ ମଧ୍ଯମ ଦେଇ 
Nov 17,2024, 11:17 AM IST
alt
Oct 9,2024, 18:00 PM IST
alt
Odisha News: ସୁବର୍ଣ୍ଣରେଖା ନଦୀରେ ଗୋଧୋଇବା ବେଳେ ବୁଡିଗଲେ ୪ଜଣ ନାବାଳକ, ଘଟଣା ସ୍ଥଳରେ ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତ ର ସର୍ଦ୍ଦାରସାହି ରେ ଘଟିଛି ଅଭାବନୀୟ ଘଟଣା, ମୃତକ ହେଲେ ସର୍ଦ୍ଦାରସାହି ଗ୍ରାମର ସୁବାସ ରଣାଙ୍କ ସାନପୂଅ ତାପସ ରଣା, ସୂଚନା ଅନୁଯାୟୀ ଆଜି ମଧ୍ଯାହ୍ନରେ ସର୍ଦ୍ଦାରସାହି ଗ୍ରାମର ୪ ଜଣ ସାଙ୍ଗ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀର ଜଳସ୍ରୋତ ବଢୁଥିବାରୁ ସମସ୍ତେ ଭାସି ଯାଇ ଥିଲେ , ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଥିଲେ, ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବାଲିଆ
Oct 3,2024, 16:43 PM IST
alt
Mar 19,2024, 13:54 PM IST
View More

Trending news