Advertisement

Latest accident news

alt
Plane Crash in Toronto: ଭୟଙ୍କର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୮୦ ଯାତ୍ରୀ, ଭାଇରାଲ ହେଉଛି ଦୁର୍ଘଟଣା ସମୟର ଭିଡିଓ Plane Crash in Toronto:କାନାଡାର ଟୋରୋଣ୍ଟୋର ବିମାନ ଦୁର୍ଘଟଣାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଅବତରଣ ସମୟରେ ଖସି ଯିବାରୁ ରନୱେ ଉପରେ ଓଲଟି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିବା ନେଇ ସୂଚନା ରହିଛି। ବିମାନଟି ଖସିଯିବା ମାତ୍ରେ, ସୁରକ୍ଷା ଏବଂ ଅଗ୍ନିଶମ ବାହିନୀ ସହିତ ଏକ ଆମ୍ବୁଲାନ୍ସ ବିମାନବନ୍ଦରରେ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଦୁର୍ଘଟଣା ପରେ ବିମାନ ଭିତରର ଦୃଶ୍ୟ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏୟାର ହୋଷ୍ଟେସ ଯା
Feb 18,2025, 9:33 AM IST
alt
ବଲିଉଡ଼ର କିଙ୍ଗଖାନ ଶାହାରୁଖ ଖାନ ଏବଂ ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ସ୍ୱଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଗାୟତ୍ରୀ ଯୋଶୀ ଇଟାଲୀରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ତାଙ୍କ ସ୍ୱାମୀ ବିକାଶ ଓବରୋଇଙ୍କ ସହ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ସମୟରେ ତାଙ୍କ ଲମ୍ବୋର୍ଗିନି କାର୍ ଓଭରଟେକ୍ କରୁଥିବାବେଳେ ଫେରେରୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ କାର ଏକାସାଙ୍ଗରେ କ୍ୟାମ୍ପର୍ ଭ୍ୟାନ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ତା’ପରେ ଦୁର୍ଘଟଣା ଘଟିଥିଲା।| ଏହି ଦୁର୍ଘଟଣାରେ ଗାୟତ୍ରୀ ଏବଂ ବିକାଶ ସୁରକ୍ଷିତ ଥିବା କୁହାଯାଉଛି। କିନ୍ତୁ ଫେରେରୀରେ ଥିବା ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମୃତକହେଲେ ମେରାଇସା କ୍ରୋଟଲି (63) ଏବଂ ମାର୍କସ କ୍ରୋଟଲି (67)
Oct 4,2023, 13:57 PM IST
alt
Feb 10,2023, 14:00 PM IST
View More

Trending news