Advertisement
Videos Details/odisha/zeeodisha2650629
Video ThumbnailPlay icon

Plane Crash in Toronto: ଭୟଙ୍କର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୮୦ ଯାତ୍ରୀ, ଭାଇରାଲ ହେଉଛି ଦୁର୍ଘଟଣା ସମୟର ଭିଡିଓ

Plane Crash in Toronto: ଭୟଙ୍କର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୮୦ ଯାତ୍ରୀ, ଭାଇରାଲ ହେଉଛି ଦୁର୍ଘଟଣା ସମୟର ଭିଡିଓ Plane Crash in Toronto:କାନାଡାର ଟୋରୋଣ୍ଟୋର ବିମାନ ଦୁର୍ଘଟଣାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଅବତରଣ ସମୟରେ ଖସି ଯିବାରୁ ରନୱେ ଉପରେ ଓଲଟି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିବା ନେଇ ସୂଚନା ରହିଛି। ବିମାନଟି ଖସିଯିବା ମାତ୍ରେ, ସୁରକ୍ଷା ଏବଂ ଅଗ୍ନିଶମ ବାହିନୀ ସହିତ ଏକ ଆମ୍ବୁଲାନ୍ସ ବିମାନବନ୍ଦରରେ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଦୁର୍ଘଟଣା ପରେ ବିମାନ ଭିତରର ଦୃଶ୍ୟ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏୟାର ହୋଷ୍ଟେସ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

 

 

 

Dance Video: 'ତୁ ରାଜ ମୁଁ ରାଣୀ' ଗୀତରେ ଝୁମିଲେ ସିରିଏଲ ଅଭିନେତ୍ରୀ ବିଶ୍ବରୂପା, ଦେଖନ୍ତୁ ଭିଡିଓ
Play icon00:32
Weather Report: ଘଡଘଡି ସହ ବର୍ଷା, ଆଗାମି ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon05:24
Monalisa Video: ଭାଇରାଲ୍ ହେଉଛି ମହାକୁମ୍ଭ ଗର୍ଲ ମୋନାଲିସାଙ୍କ ଆଉ ଭିଡିଓ, ନିଜେ ସେୟାର କରି କହିଲେ ଏପରି କିଛି...
Play icon00:41
Video: ଜଙ୍ଗଲିଆ ସ୍ଥାନରେ କ'ଣ କରୁଛନ୍ତି ଅଭିନେତା ଶ୍ରୀତମ ? ଭିଡିଓ ଭାଇରାଲ୍
Play icon00:46
Video: ରାସ୍ତାରେ ଏମିତି କିଛି କଲେ ଅଭିନେତ୍ରୀ ଦେବିକା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:35
Video: କାର୍ ଭିତରୁ ଏମିତି ଡ୍ରେସରେ ନଜର ଆସିଲେ ଚିକି, ଭିଡିଓ ଭାଇରାଲ୍
Play icon00:51
Video: ବେଡରୁମରୁ ଭାଇରାଲ୍ ହେଲା ମହାକୁମ୍ଭ ଗର୍ଲ ମୋନାଲିସାଙ୍କ ଭିଡିଓ
Play icon00:52
Sambalpur University: ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ...
Play icon01:40
ଫୁଲ ବଗିଚାରେ ନିଜ ଅଜାଙ୍କ ସହ ଏମିତି କିଛି ହରକତ୍ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା  ଭିଡିଓ
Play icon01:00
କାହାକୁ ନିଜ ହାତରେ ପଖାଳ ଖୁଆଇ ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଭାଇରାଲ୍ ହେଲା ଏହି ଭିଡିଓ
Play icon00:46
ସମୁଦ୍ର କୂଳରେ ଏହି ଯୁବକଙ୍କ ସହ ଏମିତି କିଛି କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତ , ଭାଇରାଲ୍ ହେଲା ଭିଡିଓ
Play icon00:30
ଫୁଲ ବଗିଚାରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ଏହି ଭିଡିଓ, ଦେଖନ୍ତୁ...
Play icon00:54
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Viral Video: ସୂର୍ଯ୍ୟମୁଖୀ କ୍ଷେତରୁ ଭାଇରାଲ୍ ହେଲା ରୋମାଞ୍ଜଳିଙ୍କ ଏହି ଭିଡିଓ...ଦେଖନ୍ତୁ
Play icon00:17
Video: ଛାତ ଉପରୁ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:40
Delhi New CM Video: ମୁଖ୍ୟମନ୍ତ୍ରୀ ହେବା ନେଇ ନାଁ ଘୋଷଣା ପରେ ଭାଇରାଲ ହେଉଛି ରେଖା ଗୁପ୍ତାଙ୍କ ଏହି ଭିଡିଓ...
Play icon00:43
KIIT University Video: ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ୍ କଲେଜର ଏପରି ଅବସ୍ଥା କଲେ ଛାତ୍ରଛାତ୍ରୀ...
Play icon00:46
KIIT ମାମଲା ମଧ୍ୟରେ ଭାଇରାଲ୍ ହେଉଛି ଅଚ୍ୟୁତ ସାମନ୍ତଙ୍କ ସହ ପାଣ୍ଡିଆନଙ୍କ ଏହି ପୁରୁଣା ଭିଡିଓ
Play icon00:59
Sidhant Mohapatra Video: ରାଗିଗଲେ ଅଭିନେତା ତଥା ନେତା ସିଦ୍ଧାନ୍ତ ମହାପାତ୍ର, ଭିଡିଓ ଭାଇରାଲ
Play icon02:16
Mohammed Siraj Viral Video: ଏହି ଯୁବତୀଙ୍କ ସହ ଭାଇରାଲ ହେଉଛି କ୍ରିକେଟର ମହମ୍ମଦ ସିରାଜଙ୍କ ଏପରି ଭିଡିଓ...
Play icon00:38
King Cobra Video: ଭାଇରାଲ ହେବା ପାଇଁ ନାଗ ସାପ ଲାଞ୍ଜକୁ ଟାଣୁଥିଲେ ଯୁବକ, ଘଟିଲା କିଛି ଏପରି...
Play icon00:33
କ୍ଲବ୍ ରୁ ଭାଇରାଲ୍ ହେଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
Play icon01:00
Viral Video: ସୋରିଷ କ୍ଷେତରୁ ଭାଇରାଲ୍ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
KIIT University Video: KIIT ବିବାଦ, ପୋଲିସ୍ ସାମ୍ନାରେ ଛାତ୍ରୀ ଓ ମହିଳା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭୟଙ୍କର ମାରପିଟ୍
Play icon00:59
ବେଙ୍ଗାଲୁରୁରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପହଞ୍ଚିବା ପରେ ହେଲା କିଛି ଏମିତି, ଦେଖନ୍ତୁ ଏହି ଭିଡିଓ
Play icon05:13
ସତ କହିଦେଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରୃତି,  ବାହାଘର ପରେ ଫ୍ୟାନ୍ସ ମାନେ ତାଙ୍କୁ କ'ଣ ଡାକିବେ
Play icon01:35
Kiit: ପୁଣି ଅଶାନ୍ତ କିଟ୍ କ୍ୟାମ୍ପସ୍, ମୃତା ଛାତ୍ରୀଙ୍କ ରୁମ୍ ଭାଙ୍ଗି ଭିତରକୁ ପଶିଲେ, ଦେଖନ୍ତୁ ଭିଡିଓ
Play icon00:58
ଛାତ ଉପରେ ମଣ୍ଟୁ ଛୁରିଆଙ୍କ ସହ ଏମିତି କିଛି କରୁଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଭାଇରାଲ୍ ହେଲା ଭିଡିଓ
Play icon00:44
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Video: ନାତୁଣୀ ବାହାଘରରେ କମାଲ କଲେ ଜେଜେମା, ଗୀତ ବାଜୁଥିଲା ଛି ଛି ଛିରେ ନନୀ ଛି
Play icon00:42