Advertisement

Jatra Stage Video

alt
Sahoo Bhauja Video: ଯାତ୍ରା ଷ୍ଟେଜରେ ଏମିତି ରୂପରେ ନଜର ଆସିଲେ ସାହୁ ଭେରାଇଟି ଷ୍ଟୋରର ଭାଉଜ, ତାଜୁବ ହୋଇଯାଇଥିଲେ ଫ୍ୟାନ୍ସ। ବାସ୍ତବରେ କମେଡି ସୋ ସାହୁ ଭେରାଇଟି ଷ୍ଟୋରରୁ ପପୁଲାର ହୋଇଥିବା ସାହୁ ଭାଉଜ ଏବେ ବେଶ୍ ଚର୍ଚ୍ଚାରେ । କାରଣ କିଛିଦିନ ତଳେ ସାହୁ ବାବୁଙ୍କ ଅନ୍ୟ କୌଣସି କମେଡି ଭିଡିଓରେ ସେ ନଜର ଆସୁନଥିଲେ। ଏନେଇ ଅନେକ ମିଡିଆ ବି ତାଙ୍କର ପ୍ରତିକ୍ରିୟା ନେଇଥିଲେ। ତେବେ ୟୁଟ୍ୟୁବ କମେଡି ଭିଡିଓ ଛାଡ଼ି ଏବେ ଯାତ୍ରା ଷ୍ଟେଜରେ ନିଜରେ ଯାଦୁ ଦେଖାଇଛନ୍ତି ସତ ହେଲେ ଏହାକୁ ନେଇ ତାଙ୍କୁ ବହୁତ ବାଦବିବାଦ ର ସାମ୍ନା କରିବାକୁ ପଡିଛି। କିଛିଦିନ ତଳେ ଏକ ଯାତ୍ରା ମଞ୍ଚରେ ଅଶ୍ଳିଳତାର ସୀମା ପାର କରିଥିଲେ ଆଞ୍ଜେଲ ଶ୍ରୀ। ଆଉ ଆଜି ସେ ସୋସିଆଲ ମିଡିଆ ସାହାଯ୍ୟରେ କ୍ଷମା ପ୍ରାର୍ଥନା କରିଛନ୍ତି ।
Sep 24,2024, 0:00 AM IST
alt
Sep 23,2024, 16:39 PM IST

Trending news