Varsha Priyadarshini: ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ଏବେ ବି ରୂପେଲି ପରଦାରେ ସକ୍ରିୟ ରହିଛନ୍ତି। ଏହାସହ ନିଜକୁ ସେ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ କରିଛନ୍ତି। ଯାହାର ଭିଡିଓ ସେ ସବୁବେଳେ ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓଲିଉଡ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସୋସିଆଲ କାମରେ ତାଙ୍କୁ ଖୁବ ପସନ୍ଦ କରିଥାନ୍ତି ତାଙ୍କ ଫ୍ୟାନ୍ସ। ତେବେ ଦୁଇଦିନ ତଳେ କିଛି ଅସହାୟ ମହିଳାଙ୍କୁ ସମ୍ମନିତା ଏନଜିଓ ତରଫରୁ ସହାୟତା ପ୍ରଦାନ କରିଛନ୍ତି।
ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...