Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଫିଲ୍ମ ଓ ଆଲବମ୍ ରେ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି ସେ। ମେଲୋଡି ପୋଗ୍ରାମ୍ ହେଉକି କୌଣସି ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ । ସବୁଠି ତାଙ୍କର ଗୀତ ଲୋକଙ୍କୁ ବାନ୍ଧି ରଖେ। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ତାହା ପୁଣି ମଣ୍ଟୁ ଛୁରିଆଙ୍କ ସହ ଛାତ ଉପ