Varsha Priyadarshini Video: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିକଟରେ ତାଙ୍କର ଫିଲ୍ମ ଓ୍ବାଇଫ୍ ରିଲିଜ୍ ହୋଇଛି। ତେବେ, ଏହାରି ଭିତରେ ବର୍ଷାଙ୍କ ଆଉ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବର୍ଷା ବାଙ୍ଗାଲୁରୁରେ ପହଂଚିଛନ୍ତି। କାହିଁକିନା ଆସନ୍ତା ୨୧ ତାରିଖର ସେଠାର ଓ୍ବାଇଫ୍ ଫିଲ୍ମ ରିଲିଜ୍ ହେବାର ରହିଛି। ସ