Viral Video:ଅଭିନେତା ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରୃତି ଶୁକ୍ଲା। ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଅନୁଭବଙ୍କ ପାଇଁ ଲେଖିଥିବା ଏକ ବହି ମଧ୍ୟ ସେ ଉତ୍ନୋଚନ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାଗ୍ରୃତି କହିଛନ୍ତି ତାଙ୍କ ମନର କଥା...ବାହାଘର