CCTV Viral Video: ଗୁଜୁରାଟର ଭାୱନଗରରେ ଅବସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଝିଅର ବାପା ବୋଲି ଜଣାପଡିଛି, ଯିଏ ଜଣେ ଛାତ୍ରଙ୍କୁ ତାଙ୍କ ଝିଅ ସହିତ କଥା ହେବା ପାଇଁ ଟାର୍ଗେଟ କରିଥିଲେ। ଏହି ଘଟଣା ଅନୁଷ୍ଠାନର କାଉନସେଲିଂ ରୁମରେ ଘଟିଥିଲା ଯେଉଁଠାରେ ପିତା ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରକୁ ଆକ୍ରମଣ