Viral Video: ସମାଜସେବୀ ତଥା କିନ୍ନର ମୀରା ପରିଡା। ରାଜ୍ୟବାସୀଙ୍କ ପାଇଁ ଜଣାଶୁଣା ନାଁଟିଏ। ତେବେ, ଗତକିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ, ମୀରା ପରିଡାଙ୍କୁ ତାଙ୍କ ଜୀବନ ସାଥୀ ମିଳି ଯାଇଛି। ଖୁବ୍ ଶିଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି। ତେବେ, ସେହି ବ୍ୟକ୍ତି ଜଣଙ୍କ ମୀରାଙ୍କ ସହ ସବୁବେଳେ ସାଙ୍ଗରେ ରହିଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ, ଦୁଇ ଜଣ ସାଙ୍ଗ ହୋଇ ରିଲ୍ସ ମଧ୍ୟ କରନ୍ତି। ତେବେ, ସେହି ବ୍ୟକ୍ତି ଜଣକ ମଧ୍ୟ କହିଛନ୍ତି ଯେ, ମୀର ମୋର ଭଲ ବନ୍ଧୁ ଓ ସେ ମୋତେ ସାହାର୍ଯ୍ୟ କରିଛନ୍ତି। ତେବେ, ଏହି ବ୍ୟକ୍ତିଙ୍କ ନାଁ ଏ-ପର୍ଯ୍ୟନ୍ତ ଜଣାପଡି ନାହିଁ।....