Advertisement
Photo Details/zeeodisha/odisha2633905
photoDetails0hindi

Gold Rate Today: ସୁନା ଦରରେ ଅହେତୁକ ବୃଦ୍ଧି, ଭୁବନେଶ୍ବରରେ ଭରି ପିଛା ଏତେ ଶହ ବଢିଲା ରେଟ୍

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନା ଦର ରେକର୍ଡ଼ ଭାଙ୍ଗି ଥିବା ବେଳେ ଆଜି ରେଟ୍ ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ବଡ଼ ଟେନସନ୍ ରେ ପକାଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେକେ ରହିଛି ସୁନା ରେଟ୍?

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୬,୫୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Grah Gochar 2025: ଫେବୃଆରୀରେ ପଡୁଛି ୨ଟି ଦୁର୍ଲଭ ଯୋଗ, ମାଲାମାଲ୍ ହେବେ ଏହିସବୁ ରାଶି,ଚାକିରିଆଙ୍କୁ ମିଳିବ ଖୁସି ଖବର

ALSO READ: Petrol Diesel Price Today: ନୂଆ ତୈଳ ଦର ଜାରି, ରାଜ୍ୟର ଏହି ସ୍ଥାନରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍

2/5

ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୬,୬୬୦ ଟଙ୍କା ରହିବ। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବୃଦ୍ଧି ପାଇଛି। 

 

3/5

ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୬,୫୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବଢିଛି। 

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୬,୫୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବୃଦ୍ଧି ପାଇଛି। 

 

5/5

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୯,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୬,୫୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବୃଦ୍ଧି ହୋଇଛି।