Chandra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଏହି କ୍ରମରେ ଚନ୍ଦ୍ରମା ମାତ୍ର ଅଢେଇ ଦିନରେ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳନ କରନ୍ତି। ଚନ୍ଦ୍ରମାଙ୍କୁ ମନ ଓ ପ୍ରାଣର କାରକ ବୋଲି ବିବେଚନା କରାଯାଏ। ଚନ୍ଦ୍ରମା ଆଜି ଦିନ ୨ଟା ୧୫ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜଣକ ଜୀବନର ସମସ୍ତ ସଫଳତା ପାଇବା ସହିତ ମାନସିକ ଶାନ୍ତି ପାଇଥାଏ। ଏବଂ ଅଧା ରହିଥିବା କାର୍ଯ୍ୟକୁ ମଧ୍ୟ ସଫଳତାର ସହ ଶେଷ କରିଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ରଙ୍କ ଗୋଚର କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଉଛି...
ALSO READ: Anu Choudhury Viral Video: ହୋଟେଲରୁ ଭାଇରାଲ୍ ହେଲା ଅନୁ ଚୌଧୁରୀଙ୍କ ଏହି ଭିଡିଓ, ସାଙ୍ଗରେ ଅଛନ୍ତି...
ट्रेन्डिंग फोटोज़