Advertisement

Saturn Remedies

alt
Shani Dev: ନବଗ୍ରହଙ୍କ ମଧ୍ୟରେ ଶନିଦେବଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ଶନିଦେବଙ୍କ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସଂଚାର ହୁଏ। କାରଣ ଶନି ଏକ ଅନିଷ୍ଠକାରୀ ଗ୍ରହ ଭାବରେ ଜଣାଶୁଣା।  ଶନିଦେବଙ୍କୁ (Shani Dev) ନ୍ୟାୟର ଦେବତା ବୋଲି କୁହାଯାଏ। ଯଦିଓ ଶନିଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ ହୋଇଥାଏ। ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନିଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଆଉ ଯଦି ଶନିଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ରାଶିରେ ଶନିଦଶା ବା ଶନି ସାଢେ ସାତୀ ଚାହିଛି । ତାହାଲେ ବିଶେଷକରି,  ଶନିବାର ଦିନ ଏହି ସବୁ ପ୍ରତିକାର କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସବ ଶନି ସାଢେ ସାତୀରୁ ମୁକ୍ତି ମିଳିଥାଏ। 
Aug 9,2024, 12:43 PM IST

Trending news