Advertisement

Drowning death

alt
ଏ ଝିଅ ଉଠୁ ଏ ଝିଅ ତୁ ଉଠୁନୁ କାହିଁକି...ହସ୍ପିଟାଲ ବେଡରେ ଏମିତି ତୁନି ହୋଇ ଶୋଇପଡ଼ିଥିବା କୁନି ଝିଅକୁ ଡାକୁଛି ତାର ମା...ଯିଏ ଅନ୍ତର ଫାଡ଼ି ଜନ୍ମ ଦେଇଥିଲା ସେ କେମିତିବା ସହିବ ଯେ, ତା ଝିଅ ଆଉ ଏ ଦୁନିଆରେ ନାହିଁ...କେତେବେଳେ ପେଟ ଆଉଁସି ଦଉଛି କେତେବେଳେ ହାତ ଗୋଡକୁ ପୋଛି ଦଉଛି...ସବୁଦିନ ସକାଳୁ ମା ଯେମିତି ଗେହ୍ଲା କରି ଉଠେଇଦିଏ କାଳେ ଏମିତି ଗେହ୍ଲା କଲେ ମୋ ଝିଅ ଉଠିଯିବ କି...ଏଇ କଥା ଭାବି ଭାବି ଛାତିପିଟି ମୁଣ୍ଡ ପିଟି କାନ୍ଦୁଛି ମା...ହେଲେ କୁନି ଝିଅଟି ଆଜି ଭାରି ଅଝଟ...ମାର ଆକୁଳ ଚିତ୍କାର ଶୁଣିକି ବି ତା ନିଦ ଭାଙ୍ଗୁନି...ତାର ବା ଦୋଷ କଣ...ଦଇବ ତ ସାହା ହେଲାନି...ସବୁଦିନ ପରି ଆଜି ବି ଝିଅ ଯାଇଥିଲା ଅଙ୍ଗନବାଡି ହେଲେ କିଏ ଜାଣିଥିଲା ଆଜି ଶବ ହୋଇ ଫେରିବ ଏହି କଅଁଳ ଜୀବନଟି...ଘଟଣା ଘଟିଛି କେନ୍ଦୁଝର ଜ
Jul 30,2024, 19:00 PM IST
alt
ପୁଣି ପୁରୀ ସମୁଦ୍ରରେ ଅଘଟଣ। ରିପ୍ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ। ତେବେ ସେହି ସମୟରେ ସେ ରିପ୍ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା କାଳୀ ମା ଲାଇଫ ଗାର୍ଡ ଆସୋସିଏସନ୍ ର ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ଅର୍ଚ୍ଚିତ୍ କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି
Oct 25,2023, 19:52 PM IST

Trending news