ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡି଼ଶା ଓ ମୟୂରଭଂଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
ALSO READ: Viral Video: ଘଞ୍ଚ ଜଙ୍ଗଲରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକାଙ୍କ ଏହି ଯୁବକଙ୍କ ଭିଡିଓ, ଦେଖନ୍ତୁ
ରାଜ୍ୟ ପାଇଁ ବର୍ଷା ପୂର୍ବାନୁମାନ | ତା. ୧୪/୦୨/୨୦୨୫ - ତା. ୧୯/୦୨/୨୦୨୫ : ପାଗ ମୁଖ୍ୟତଃ ଶୁଖିଲା ରହିବ | ତା. ୧୯/୦୨/୨୦୨୫ - ତା. ୨୧/୦୨/୨୦୨୫ : ଚିହ୍ନିତ ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଅଛି |#Odisha #WeatherForecast pic.twitter.com/E2MgHfxBYX
— Meteorological Centre, Bhubaneswar (@mcbbsr) February 14, 2025ट्रेन्डिंग फोटोज़