ଗଜପତି: ୨୫ ଖଣ୍ଡ ଗ୍ରାମବାସୀଙ୍କ ସାମଗ୍ରିକ ବିକାଶ ରେ ଲକ୍ଷ୍ମଣ ରେଖା ଟାଣିଛି ଲକ୍ଷାରୀ ଅଭୟାରଣ୍ୟ । ଗମନାଗମନ ର ଭଲ ରାସ୍ତା ଖଣ୍ଡିଏ ନଥିବା ରୁ ୭କିମି ପରିବର୍ତ୍ତେ ୭୦କିମି ରାସ୍ତା ଅତିକ୍ରମ କରିବାକୁ ପଡୁଛି । ବ୍ଳକ ହେଡକ୍ୱାଟର୍ସକୁ ରାସ୍ତା ନଥିବାରୁ ଦୁର୍ବିସହ ଜୀବନ ଯାପନ କରିଆସୁଛନ୍ତି ଢେପାଗୁଡା ପଞ୍ଚାୟତ ସମେତ ଅଞ୍ଚଳବାସୀ । ଗଜପତି ଗଞ୍ଜାମ ଜିଲ୍ଲା ସୀମାନ