Tulsi Banefits: ଆମେ ତୁଳସୀ (Tulsi) ଗଛ କଥା କହୁଛୁ । ଏହି ଗଛକୁ ଆୟୁର୍ବେଦରେ ଗୁଣକାରୀ ଗୁଳ୍ମ ଭାବେ ସ୍ୱୀକାର କରାଯାଇଛି । ଏହି ଗଛରୁ ଆମକୁ ବହୁତ ଲାଭ ମିଳିଥାଏ । ଏହା ଏକ ଲାଭଦାୟକ ଗୁଳ୍ମ କହିଲେ ଅତୁକ୍ତ ହେବ ନାହିଁ । ଏହାର ପତ୍ରରୁ ଲାଭକାରୀ ଗୁଣ ମିଳିଥାଏ ।
ନୂଆଦିଲ୍ଲୀ: Tulsi Banefits: ଆଜି ଆମେ ଯେଉ ବୃକ୍ଷର କଥା କହିବାକୁ ଯାଉଛୁ, ତାହା ସର୍ବଦା ଆମ ଘରରେ ସହଜରେ ମିଳି ଯାଇଥାଏ । ଆମେ ତୁଳସୀ (Tulsi) ଗଛ କଥା କହୁଛୁ । ଏହି ଗଛକୁ ଆୟୁର୍ବେଦରେ ଗୁଣକାରୀ ଗୁଳ୍ମ ଭାବେ ସ୍ୱୀକାର କରାଯାଇଛି । ଏହି ଗଛରୁ ଆମକୁ ବହୁତ ଲାଭ ମିଳିଥାଏ । ଏହା ଏକ ଲାଭଦାୟକ ଗୁଳ୍ମ କହିଲେ ଅତୁକ୍ତ ହେବ ନାହିଁ । ଏହାର ପତ୍ରରୁ ଲାଭକାରୀ ଗୁଣ ମିଳିଥାଏ ।
୧. ବହୁତ ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ଶିଳାଜିତ (Shilajit) ର ବ୍ୟବହାର କରନ୍ତି । ଏପରି ପୁରୁଷଙ୍କ ପାଇଁ ତୁଳସୀ ପତ୍ର ସେବନ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ପ୍ରତିଦିନ ତୁଳସୀ ପତ୍ର ଚବାଇବା ଦ୍ୱାରା ଶିଳାଜିତ ଠାରୁ ଅଧିକ ଶକ୍ତି ମିଳିଥାଏ ।
୨. ତୁଳସୀରେ ଏଣ୍ଟିବାୟୋଟିକ ଗୁଣ ରହିଥାଏ, ଯାହା ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ତୁଳସୀ ପତ୍ର ସହ କଳାଜିରା, କଳାଲୁଣ ଓ ଅଦା ମିଶାଇ କାଢ଼ା କରି ପିଇବାରୁ କାଶ, ଜ୍ୱର ଓ ମୁଣ୍ଡବ୍ୟାଥରୁ ଆରାମ ମିଳିଥାଏ ।
୩. ସକାଳ ବେଳେ କେବଳ ତୁଳସୀ ପତ୍ର ଚବାଇବାରୁ ପରିସ୍ରା ସମ୍ୱନ୍ଧୀୟ ଅସୁବିଧା ଦୂର ହୋଇ ଯାଇଥାଏ । ଏହାସହ ତୁଳସୀ ପତ୍ର ସେବନରୁ ମହିଳାଙ୍କ ମାସିକ ଧର୍ମ ସମ୍ୱନ୍ଧୀୟ ସମସ୍ୟା ହୋଇ ନଥାଏ ।
୩. ସକାଳ ବେଳେ କେବଳ ତୁଳସୀ ପତ୍ର ଚବାଇବାରୁ ପରିସ୍ରା ସମ୍ୱନ୍ଧୀୟ ଅସୁବିଧା ଦୂର ହୋଇ ଯାଇଥାଏ । ଏହାସହ ତୁଳସୀ ପତ୍ର ସେବନରୁ ମହିଳାଙ୍କ ମାସିକ ଧର୍ମ ସମ୍ୱନ୍ଧୀୟ ସମସ୍ୟା ହୋଇ ନଥାଏ ।
୪. ଆୟୁର୍ବେଦ ଅନୁସାରେ ସକାଳେ ନିଦରୁ ଉଠି ପାଟି ନ ଧୋଇ ଯଦି ତୁଳସୀପତ୍ର ଚୋବାଇ ଖାଇବା ତେବେ ଦାନ୍ତ ମଜବୁତ ହୋଇଥାଏ। ଦାନ୍ତ ପୋକଡା ହୋଇ ନଥାଏ। ତୁଳସୀରେ ଥିବା ଥାଇମୋନ ନାମକ ତତ୍ୱ ଆମର ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ ।
ଅଧିକ ପଢ଼ନ୍ତୁ:-ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar
ଅଧିକ ପଢ଼ନ୍ତୁ:-ରାଜସ୍ଥାନକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭେନୁଗୋପାଲଙ୍କ ଘୋଷଣାରୁ କାହା ପାଇଁ ଟେନସନ୍ ଓ କାହା ପାଇଁ ଖୁସି ଖବର
ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ
୫. ତୁଳସୀ ଆମକୁ ଋତୁ କାଳୀନ ରୋଗ ବେମାରୀରୁ ମଧ୍ୟ ମୁକ୍ତ ରଖିଥାଏ । ପତ୍ରକୁ ସିଝାଇ ପିଇଲେ ମାନସିକ ଉତ୍ତେଜନାରୁ ମୁକ୍ତି ମିଳିବା ସହ ମୁଣ୍ଡ ବିନ୍ଧା, ଜ୍ୱର ଓ କାଶ ଉପଶମ ହୋଇଥାଏ । ଏଥି ନିମନ୍ତେ ତୁଳସୀ ପତ୍ରକୁ ଗୋଲମରିଚ, ସନ୍ଧୈବ ଲବଣ ଓ ଅଦା ସହ ସିଝାଇ ପିଇବାକୁ ହୋଇଥାଏ ।
ट्रेन्डिंग फोटोज़