OCS Results 2023: ପ୍ରକାଶ ପାଇଲା ୨୦୨୩- OCS ପ୍ରିଲିମ ରେଜଲ୍ଟ । ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ ହୋଇଥିବା ସୂଚନା ମିଳିଛି ।
Trending Photos
OCS Results 2023: ପ୍ରକାଶ ପାଇଲା ୨୦୨୩- OCS ପ୍ରିଲିମ ରେଜଲ୍ଟ । ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ ହୋଇଥିବା ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ ନିଜର ରୋଲ ନମ୍ୱର ଅନୁଯାୟୀ ଫଳାଫଳ ଜାଣିପାରିବେ ।
OCS ପ୍ରିଲିମରେ ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ପ୍ରାର୍ଥୀ ବୋଲି ସୂଚନା ମିଳିଛି । OPSC ୱେବସାଇଟ୍ରୁ ପରୀକ୍ଷାର୍ଥୀ ନିଜ ରେଜଲ୍ଟ ବିଷୟରେ ଅବଗତ ହୋଇ ପାରିବେ । କୃତି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର OPSC ୱେବସାଇଟ୍ରେ ଉପଲବ୍ଧ କରାଯାଇଛି । ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୧୫ ତାରିଖରେ ପରୀକ୍ଷାର୍ଥୀମାନେ OCS ପ୍ରିଲିମ୍ ପରୀକ୍ଷା ଦେଇଥିଲେ ।
Also Read- ରାନି ପ୍ରିୟଦର୍ଶିନୀଙ୍କୁ ବୟସ ହେଲାଣି, ଏବେ ଅବସର ନେଇ ଭତ୍ତା ପାଆନ୍ତୁ - ନିଶା ମହାରଣା
Also Read- Ind Vs Eng ODI: ବାରବାଟୀକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ, ଏହି ଜିନିଷ ଭିତରକୁ ମନା