Advertisement

Udit Narayan Video

alt
Udit Narayan Video: କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଏକ ଲାଇଭ୍ କନସର୍ଟର, ଯେଉଁଥିରେ ଗାୟକ ତାଙ୍କ ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଏବେ ଏହି ଭିଡିଓକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି । ମହିଳା ପ୍ରଶଂସକଙ୍କ ସହ ଲୋକମାନେ ତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଭାଇରାଲ ଭିଡିଓକୁ ନେଇ ଉଦିତ ସ୍ପଷ୍ଟ କରିଛନ୍ତି। ଭାଇରାଲ ଭିଡିଓରେ ଉଦିତ ସୋ'ରେ ଫିଲ୍ମ 'ମୋହରା'ର ହିଟ୍ ଗୀତ 'ଟିପ୍-ଟିପ୍ ବରସା ପାଣି' ଗାଉଥିବାର ଦେଖିବାକୁ ମିଳିଛି। ଏହି ସମୟରେ କିଛି ମହିଳା ପ୍ରଶଂସକ ତାଙ୍କ ସହ ସେଲ୍ଫି ନେବା ପାଇଁ ମଞ୍ଚ ନିକଟକୁ ଆସନ୍ତି। ଉଦିତ୍ ପ୍ରଥମେ ସେମାନଙ୍କ ସହ ସେଲଫି ଉଠାନ୍ତି ଏବଂ ପରେ ସେମାନଙ୍କ ଗାଲରେ ଚୁମ୍ବନ
Feb 2,2025, 11:03 AM IST

Trending news