Advertisement

Salim kutta

alt
ଉଦ୍ଧବ ଠାକରେଙ୍କ ଶିବସେନାର ନେତା ସୁଧାକର ବଡଗୁଜର ଅଡୁଆରେ ପଡିଛନ୍ତି । ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗୀ ସଲିମ କୁତା ସହିତ ତାଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି। ବମ୍ବେ ବ୍ଲାଷ୍ଟ୍ ଅଭିଯୁକ୍ତ ସଲିମ କୁତ୍ତାର ପାର୍ଟିରେ ସେ ସାମିଲ ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ନାସିକରେ ଥିବା ସଲିମର ଫାର୍ମହାଉସରେ ସୁଧାକର ତା’ ସହିତ ପାର୍ଟି କରିଥିବା ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏକ ଏସଆଇଟି ଗଠନ କରିଛନ୍ତି। ନାଶିକରୁ ଆସିଥିବା ଶିବସେନା(ଉଦ୍ଧବ ଠାକରେ) ନେତା ଦାଉଦ ଗ୍ୟାଙ୍ଗର ଜଣେ ସଦସ୍ୟ ସହ ପାର୍ଟି କରି ନାଚୁଥିବା ଦେଖିବାକୁ ମିଳିଥିଲା। ବିଧାନସଭାରେ ଯାହାର ଚିତ୍ର ବିଜେପି ବିଧାୟକ ନୀତୀଶ ରାଣେ ଦେଖାଇଥିଲେ। ଦାଦାଜୀ ଭୁସେ, ଆଶିଷ ଶେଲାର ଏହି
Dec 17,2023, 19:13 PM IST

Trending news