Advertisement

Kangaroo court

alt
Kangaroo Court: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଗ୍ରାମରେ କଙ୍ଗାରୁ କୋର୍ଟ, ଅଙ୍ଗନୱାଡି କର୍ମୀ ଙ୍କୁ ଗଛ ରେ ବାନ୍ଧି ନିସ୍ତୁକ ପିଟିବା ଘଟଣା ରେ 3 ଜଣ ମହିଳା ଙ୍କୁ ଗିରଫ କରିଛି ପୋଲିସ ,ସୂଚନା ଅନୁଯାୟୀ ମହାପଦା ଗ୍ରାମର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ଗତ 19 ତାରିଖ ରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା କରୁଥିବା ବେଳେ କିଛି ଗ୍ରାମବାସୀ କେନ୍ଦ୍ର ଭିତରେ ପଶି ଅସଭ୍ଯ ଭାଷା ରେ ଗାଳିଗୁଲଜ କରିଥିଲେ, ଉର୍ମିଳା ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀ ମାନେ ନିକଟରେ ଥିବା ଏକ ଗଛରେ ଉର୍ମିଳା ଙ୍କୁ ବାନ୍ଧି ନିସ୍ତୁକ ପିଟି ଥିଲେ , ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରିଥିଲେ।
Sep 22,2024, 17:26 PM IST

Trending news