Advertisement

BJP MLA video

alt
BJP MLA Video: ପୁରୀ ଜିଲ୍ଲା ସତ୍ଯବାଦୀ ବିଧାୟକଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ ଭାଇରାଲ। ଏଥିରେ ଜଣେ ନାରୀ ନେତ୍ରୀଙ୍କ ସହ ବେଶ୍ ମୌଜ କରୁଥିବାର ଦୃଶ୍ୟ ରହିଛି। ନିର୍ବାଚନ ପୂର୍ବରୁ କାର୍ ଭିତରେ ବିଧାୟକ ସେହି ମହିଳାଙ୍କ ସହ ଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ ଭାଇରାଲ ହୋଇଥିବା ବେଳେ ଏବେ ଏକ ହୋଟେଲର ରୁମମ୍ ରେ ଚାଲିଥିବା ଦୃଶ୍ୟର ଭିଜୁଆଲ ଭାଇରାଲ ହୋଇଛି। ଯାହାକୁ ନେଇ ତାଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଲା ଆମ ଆଦମୀ ପାର୍ଟି। ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି। ମଦ୍ଯ ପାନ କରିବା ସହ ଜଣେ ନାରିନେତ୍ରୀଙ୍କ ପ୍ରତି ଏଭଳି ବ୍ଯବହାର ସାଧାରଣରେ ପ୍ରଶ୍ନ ଉଠିଛି। ଜଣେ ନାରୀ ନେତ୍ରୀଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
Oct 8,2024, 18:46 PM IST
alt
Sep 16,2024, 22:51 PM IST

Trending news