Video: 'ଛି ଛି ଛିରେ ନନୀ ଛି' ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଏହି ଗୀତକୁ ନେଇ ବର୍ତ୍ତମାନ ଅନେକ ଏକ୍ସପେରିମେଣ୍ଟ ମଧ୍ୟ କରାଗଲାଣି । ଫେସବୁକ, ଇନଷ୍ଟାଗ୍ରାମ ଖୋଲିଲେ ଅନେକ ରିଲ୍ସ ସାମ୍ନାକୁ ଆସୁଛି ଯାହା 'ଛି ଛି ଛିରେ ନନୀ ଛି' ଗୀତରେ କରାଯାଇଛି । ଏହାରି ମଧ୍ୟରେ ସାହୁ ଭାଉଜ ଭାଗ୍ୟଶ୍ରୀ ଏବଂ ହାସ୍ୟ ଅଭିନେତା କାଳିଆ ଷଣ୍ଢଙ୍କର ଏହି ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.