Bear Attack Video: ଭାଲୁ ଆକ୍ରମଣ ରେ ଜଣେ ମହିଳା ଗୁରୁତର। ଗୁରୁତର ଅବସ୍ଥା ରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି। ଘଷିପୁରା ଥାନା କୋଲିମାଟି ଗାଁର ସୁକାନ୍ତି ବେହେରା ନାମକ ଜଣେ ମହିଳା ଗାଁ ନିକଟସ୍ଥ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଅଚାନକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁ ମହିଳାଙ୍କୁ କାମୁଡି କ୍ଷତାକ୍ତ କରିବା ପରେ ଭାଗ୍ୟ ବଶତଃ ସେ ସେଠାରୁ ଖସି ଆସିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.